ଗଙ୍ଗା ପରି ପବିତ୍ର ହୋଇଥାନ୍ତି ଏହି ୬ ଟି ନାମର ଝିଅ
ଦୁନିଆରେ ଭିନ୍ନ ଭିନ୍ନ ସ୍ୱଭାବର ଲୋକ ଅଛନ୍ତି। ଜଣେ ଅନ୍ୟଠାରୁ ବିଲକୁଲ୍ ଅଲଗା ହୋଇଥାନ୍ତି। ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ଜୀବନ ସମ୍ପୂର୍ଣ୍ଣ ପବିତ୍ରତାରେ ଭଗବାନଙ୍କ ସେବାରେ କଟି ଥାଏ। ଅଯଥା ଲୋକଙ୍କ ଠାରୁ ଦୂରେଇ ରହିବା ଓ ଅନ୍ୟମାନଙ୍କ ସହ କୋମଳ ବ୍ୟବହାର କରିବା ସେମାନଙ୍କ ସ୍ଵଭାବ…