ନଖକୁ କାଟି ଏହି ଗଛ ମୂଳରେ ପକେଇ ଦିଅନ୍ତୁ,ଆଉ ଏହାପରେ ଦେଖନ୍ତୁ କଣ ହେଉଛି
ନଖ ଶରୀର ଏମିତି ଏକ ଅଂଶ ଯାହା ଶକ୍ତିରେ ପୂର୍ଣ୍ଣ ହୋଇଥାଏ। ଆଉ ଅନେକ ଲୋକ ଏହା ବିଷୟରେ ଜାଣିନାହାନ୍ତି କି ନଖ ମାଧ୍ୟରେ କାହାକୁ ବି ବସିକରଣ କଳା ଯାଦୁ ତନ୍ତ୍ର ମନ୍ତ୍ର ଆଦି କରିହେବ। ପ୍ରାଚୀନ କାଳରୁ ଏହିସବୁ ଜିନିଷର ପ୍ରୟୋଗ ହୋଇ ଆସୁଛି ଆଉ ଅନେକ ଲୋକ ବହୁତ ବଡ଼ ଭୁଲ କରି ଆସୁଛନ୍ତି। ନଖ…