Browsing Tag

nabrangpur

ପେଟ୍ରୋଲ, ଡିଜେଲ ରେଡି ରଖ କହିଲେ ଲଗାଇବ ନିଆଁ, ଯାହା ହେବ ଦେଖାଯିବ: ପ୍ରଦୀପ ମାଝୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ଏକ ଭାଇରଲ ଭିଡ଼ିଓକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଜି କଂଗ୍ରେସ ପକ୍ଷରୁ ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ କରାଯାଉଥିବା ସମୟରେ ପ୍ରଦୀପ ମାଝୀ ଦଳୀୟ କର୍ମୀଙ୍କୁ ହିଂସାର ମାର୍ଗରେ ଯିବାକୁ କହୁଥବା ଶୁଣିବାକୁ ମିଳୁଛି । ଏହି ଭିଡିଓରେ…

ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନବରଙ୍ଗପୁର ପାପଡ଼ାହାଣ୍ଡି ଅଞ୍ଚଳରୁ ପୁଣି ଏକ ଲଜ୍ୟା ଜନକ ଘଟଣା ସମ୍ନାକୁ ଆସିଛି । ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ, ନବରଙ୍ଗପୁର ପାପଡ଼ାହାଣ୍ଡି ଅଞ୍ଚଳର ଘୁଷୁରାମାରୁଗୁଡ଼ା ଗାଁ ଜଣେ ସପ୍ତମ…

ନିର୍ବାଚନୀ ହିଂସା, ବିଜେଡି କର୍ମୀ ଆକ୍ରମଣରେ କଂଗ୍ରେସ କର୍ମୀ ଗୁରୁତର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିର୍ବାଚନ ଶେଷ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସାକାଣ୍ଡ ଘଟୁଛି । ନବରଙ୍ଗପୁର ଜିଲ୍ଲା ଦହଣା ଗ୍ରାମରେ ଜଣେ ବିଜେଡି କର୍ମୀଙ୍କ ଆକ୍ରମଣରେ ଜଣେ କଂଗ୍ରେସ କର୍ମୀ ଗୁରୁତର ହୋଇଛନ୍ତି । ଏ ନେଇ କଂଗ୍ରେସ କର୍ମୀ ସଞ୍ଜୀବ କୁମାର ମିଶ୍ର ଅଭିଯୋଗ…

କଂଗ୍ରେସ ଗଡ଼ ହାତେଇବା ଆଶାରେ ବିଜେଡି ଓ ବିଜେପି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ବିଜୁ ଜନତା ଦଳ ଶାସନ କରିବାର ୧୯ ବର୍ଷ ହୋଇଥିଲେ ମଧ୍ୟ ନବରଙ୍ଗପୁର ଲୋକସଭା କ୍ଷେତ୍ର‌ ଅଧୀନ କୋଟପାଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଏଯାବତ୍‌ କଂଗ୍ରେସ ଗଡ଼ ହୋଇରହିଛି । ନବରଙ୍ଗପୁର ଲୋକସଭା ଆସନ ପାଇଁ ବିଜେଡି ରମେଶ ଚନ୍ଦ୍ର ମାଝିଙ୍କୁ ପ୍ରାର୍ଥୀ…

କୁଆଡ଼େ ଗଲା ଦୁଇ ଗୁଣ ଏମଏସପି କହି ରାଇଘରରେ କେନ୍ଦ୍ରକୁ ପ୍ରଶ୍ନ କଲେ ନବୀନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିର୍ବାଚନ ପ୍ରଚାର ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବରଙ୍ଗପୁର ଗ୍ରସ୍ତ କରିଛନ୍ତି । ନବରଙ୍ଗପୁର ରାଇଘରରେ ନିର୍ବାଚନୀ ସଭାରେ ଆୟୋଜନ କରାଯାଇଥିଲା । ଏହି ସଭାରେ ମୁଖ୍ୟମନ୍ତ୍ରୀ କହିଥିଲେ, ବିଜେଡି ଇସ୍ତାହାରରେ ଚାଷୀଙ୍କୁ ପ୍ରାଥମିକତା ଦିଆଯାଇଛି ।…

ଦୁଇ ବସ ମୁହାଁମୁହିଁ ଧକ୍କା, ୧୦ ଗୁରୁତର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଟକ ମହାନଦୀ କୁ ବସ ଖସି ୧୩ ଜଣଙ୍କ ମୃତ୍ୟୁ ଘଟିବା ଘଟଣାକୁ ଦୁଇଦିନ ନପୁରୁଣୁ ଆଜି ପୁଣି ଦୁଇଟି ବସ ମୁହାଁମୁହିଁ ଧକ୍କା ହେବା ବସ ଯାତ୍ରା ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନବରଙ୍ଗପୁର ଦୁଇଟି ବସ ମୁହାଁମୁହିଁ ଧକ୍କା ହେବାରୁ ୧୦ ଜଣ ଯାତ୍ରୀ ଗୁରୁତର…