Browsing Tag

nabarangapur

ଛୁଆଙ୍କୁ ଧରି ଗାଁରେ ବୁଲୁଛି ମାଆ ଭାଲୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଙ୍ଗଲ କ୍ଷୟଯୋଗୁ ଗାଁମୁହା ଜଙ୍ଗଲୀ ଜନ୍ତୁ। ଦୁଇ ଛୁଆଭାଲୁଙ୍କୁ ଧରି ଗାଁ ଭିତରେ ବୁଲୁଛି ମାଆ ଭାଲୁ । ନବରଙ୍ଗପୁର ଜିଲ୍ଲାରେ ଭାଇରାଲ ହେଉଛି ଏମିତି ଏକ ଭିଡିଓ । ଗୋଟିଏ ମାଇ ଭାଲୁ ଦୁଇଟି ଛୁଆଙ୍କୁ ଧରି ନନ୍ଦାହାଣ୍ଡି ବ୍ଲକର ସିନ୍ଧିଗୁଡା ଓ ନିକଟସ୍ଥ ଗାଁକୁ ଗାଁ…

ବନ୍ଧା ହେଲେ ନବରଙ୍ଗପୁର ଆରଟିଓ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):  ଭିଜିଲାନ୍ସ ଜାଲରେ  ନବରଙ୍ଗପୁର କୋଟିପତି ଆରଟିଓ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ  ଆରଟିଓ ଗଣେଶ୍ୱର କହଁରଙ୍କୁ ସୋମବାର ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଛି। କିଛିଦିନ ତଳେ ଜୟପୁର ଭିଜିଲାନ୍ସ ଟିମ୍ ଅଭିଯୁକ୍ତ ଗଣେଶ୍ୱର କହଁରଙ୍କ ଭଡ଼ାଘର ସମେତ…

ରାସ୍ତାକଡରୁ ଦୁଇଟି ଟିଫିନ୍ ବୋମା ଜବତ, ଭୟରେ ଗାଁ ଲୋକେ

ଓଡିଶା ଫାଷ୍ଟ( ବ୍ୟୁରୋ) : ନବରଙ୍ଗପୁର ଜିଲା ଅନ୍ତର୍ଗତ ରାଇଘର ସରଗୁଲି ଗାଁର ରାସ୍ତାକଡ଼ରୁ 2 ଟି ଟିଫିନ ବୋମା ଜବତ ହୋଇଥିବା ଜଣାପଡ଼ିଛି। ଗାଁର ଜଣେ ଯୁବକ ଟିଫିନ ବୋମା ଦେଖି ପୁଲିକୁ ସୂଚନା ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୁଲିସ ସହ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚିଥିବା ଜଣାପଡ଼ିଛି। …