ଏମିତି ଏକ ମନ୍ଦିର, ଯେଉଁଠାକୁ ଥରେ ଯିଏ ଯିବ ଆଉ ସେଠାରୁ ଫେରିବନି
ବିଶ୍ବରେ ଅନେକ ରହସ୍ୟମୟ ସ୍ଥାନ ଗୁଡ଼ିକ ରହିଛି। ସେଗୁଡିକ ବିଷୟରେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।ସମସ୍ତେ ନିଜ ମନର ଶାନ୍ତି ପାଇଁ ଏବଂ ନିଜର ମନସ୍କାମନା ପୂରଣ କରିବା ପାଇଁ ମନ୍ଦିର ଯାଇଥାନ୍ତି। କିନ୍ତୁ କଣ ଆପଣ କେବେ ମନ୍ଦିର ଯାଇ କାହାର ମୃତ୍ୟୁ ହୋଇଥିବାର ଶୁଣିଛନ୍ତି କି? କିନ୍ତୁ…