Browsing Tag

Myanmar and Bangladesh

ଲ୍ୟାଣ୍ଡଫଲ କରୁଛି ବାତ୍ୟା ମୋଚା, ମିଆଁମାର ଏବଂ ବାଂଲାଦେଶ ଉପକୂଳରେ ରଚୁଛି ତାଣ୍ଡବ

ରବିବାର ଦିନ ମିଆଁମାର ଏବଂ ବାଂଲାଦେଶ ଉପକୂଳରେ ବାତ୍ୟା ମୋଚା ତାଣ୍ଡବ ରଚୁଛି । ମିଳିଥିବା ଖବର ଅନୁଯାୟୀ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ପ୍ରବଳ ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ବହୁଛି । ବର୍ତ୍ତମାନ ପବନର ବେଗ ଘଣ୍ଟା ପ୍ରତି ୧୮୦ ରହିଛି । ଅପରାହ୍ନ ୩ଟା ରେ ଏହା ଶୀଖର ବା…