କମିଶନରେଟ ପୋଲିସକୁ ଦୁର୍ବୃତ୍ତଙ୍କ ଖୋଲା ଚ୍ୟାଲେଞ୍ଜ, ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ, ଦେଖନ୍ତୁ ଭିଡ଼ିଓ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀରେ ଭୁଶୁଡିବାରେ ଲାଗିଛି ପୋଲିସ ସୁରକ୍ଷା ବ୍ୟବସ୍ଥା । କମିଶନରେଟ ପୋଲିସକୁ ଅପରାଧୀ କରୁଛନ୍ତି ଖୋଲା ଚ୍ୟାଲେଞ୍ଜ । କିଞ୍ଚିତ ମାତ୍ରାରେ ପୋଲିସର ଭୟ ନାହିଁ ଅପରାଧୀଙ୍କ ମନରେ । ବିଚ ରାସ୍ତାରେ ଜଣେ ବ୍ୟକ୍ତିଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ ।…