Browsing Tag

murder case

ମଦ୍ୟପ ସ୍ୱାମୀର ଉନ୍ମତ୍ତ କାଣ୍ଡ: ଅଟୋରୁ ସ୍ତ୍ରୀ ଓ ନବଜାତକକୁ ଠେଲିଦେଲା

ମଦୁଆ ସ୍ୱାମୀର ଉନ୍ମକ୍ତ କାଣ୍ଡ । ଚଳନ୍ତା ଅଟୋରୁ ସ୍ତ୍ରୀ ଓ ନବଜାତ ଶିଶୁକୁ ଠେଲି ଦେଇ ଫେରାର ସ୍ୱାମୀ । ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ନବଜାତ ଶିଶୁ ଓ ମାକୁ ସ୍ଥାନୀୟ ଲୋକ ଉଦ୍ଧାର କରି ପ୍ରଥମେ ସୋର ଡାକ୍ତରଖାନାକୁ ଆଣିଥିଲେ, ସେଠାରେ ଉଭୟଙ୍କ…

ପୁଅ ଭୁଲିଗଲା ସଂପର୍କ, ଟଙ୍କା ପାଇଁ ମଦ ନିଶାରେ ମାଆକୁ କଲା ହତ୍ୟା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଟଙ୍କା ନିଶା ହେଲା କାଳ । ନିଜ ଜନ୍ମ କଲା ମାଆକୁ ହତ୍ୟା କଲା ପୁଅ । ଯାଜପୁର ଜିଲ୍ଲା ବଡ଼ଚଣା ଥାନା ବଡ଼ଚଣା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ଖବର ଅନୁଯାୟୀ, ବଡ଼ଚଣା ଗାଁର ସ୍ୱର୍ଗତ ଅନନ୍ତ…

କିଛି ନିର୍ଦ୍ଧିଷ୍ଟ ଗଣମାଧ୍ୟମ ମମିତାଙ୍କ ଚରିତ୍ର ସଂହାର କରୁଥିବା ଅଭିଯୋଗ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପରିବାର…

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମମିତା ମେହେର ହତ୍ୟା ମାମଲାରେ ହେଉଛି ଅଯଥା ରାଜନୀତି । କିଛି ନିର୍ଦ୍ଧିଷ୍ଟ ଗଣମାଧ୍ୟମ ରାଜନୀତିକ ଦଳର ହାତ ବାରିଶୀ ହୋଇ ସମ୍ବେଦନଶୀଳ ଖବର ପରିବେଶଣ କରୁଛନ୍ତି । ତେଣୁ ତ୍ୱରିତ ତଦନ୍ତ ହିଁ ଏକମାତ୍ର ସମାଧାନ ବୋଲି ଦାବି କରି ହାଇକୋର୍ଟରେ ଆବେଦନ କରିଛନ୍ତି…

ରାଜଧାନୀରେ ଅପରାଧୀଙ୍କ ଆତଙ୍କରାଜ, ଗ୍ୟାଙ୍ଗ୍ ଗଢି ରାସ୍ତାଘାଟରେ କରୁଛନ୍ତି ଉତ୍ପାତ

ରାଜଧାନୀରେ ଅପରାଧୀଙ୍କ ଆତଙ୍କରାଜ । କେଉଁଠି ଗୁଳି ଫୁଟିଲାଣି ତ ଆଉ କେଉଁଠି ହଣାକଟା । ଗ୍ୟାଙ୍ଗ୍ ଗଢି ରାସ୍ତାଘାଟରେ ଉତ୍ପାତ କରୁଛନ୍ତି ଅପରାଧୀ । କମ୍ ବୟସରେ ଘାରିଛି ଡନ୍ ହେବାର ନିଶା । ରାଜଧାନୀର ଆଇନଶୃଙ୍ଖଳାକୁ ଚ୍ୟାଲେଞ୍ଜ । କ୍ରାଇମ୍ ଆକ୍ସନରେ ରିଲ୍ ଭିଡିଓ । କେତେବେଳେ ବ୍ଲାଙ୍କ୍…

ରାଜଧାନୀରେ ଡବଲ୍‌ ମର୍ଡର, ଘର ଭିତରୁ ଉଦ୍ଧାର ହେଲା ମାଆ-ପୁଅଙ୍କ ମୃତଦେହ

ରାଜଧାନୀ ଭୁବନେଶ୍ୱର ଏବେ ପାଲଟିଗଲାଣି ଅପରାଧର ସହର । ଦିନକୁ ଦିନ ବଢ଼ି ଚାଲିଛି ହତ୍ୟା, ଲୁଟ୍‌ ଏବଂ ଆକ୍ରମଣ ଭଳି ଘଟଣା । କିଛିଦନ ତଳେ ଚାଞ୍ଚଲ୍ୟକର ହତ୍ୟା ହୋଇଥିବା ବେଳେ ଆଜି କଳିଙ୍ଗନଗରରୁ ମାଆ-ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି । କଳିଙ୍ଗନଗର K4-334ରେ ଡବଲ୍‌ ମର୍ଡର ହୋଇଥିବା ସୂଚନା…

ମମିତା ମେହେର ହତ୍ୟା ଘଟଣା, ବିନିକାରେ ଅଖ-ଚକ ସବୁ ବନ୍ଦ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଳାହାଣ୍ଡି ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣା । ବିନିକା ଠାରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି l ଯାହା ଫଳରେ ଦୋକାନ ବଜାର ବନ୍ଦ ରହିବା ସହ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି l ତେବେ ଆଜିର ଏହି ବନ୍ଦ ପାଳନ…

ରାମ ମନ୍ଦିର ପଛପଟେ ପଡ଼ିଛି ମଣିଷର ଖଣ୍ଡ ବିଖଣ୍ଡିତ ଶରୀର

ଭୁବନେଶ୍ୱର: ରାଜଧାନୀରେ ଘଟିଛି ଚାଞ୍ଚଲ୍ୟ । ରାମ ମନ୍ଦିର ପଛପଟେ ପଡିଛି ମଣିଷର ହାତ- ଗୋଡ଼ । ରାସ୍ତା ଉପରେ ମଣିଷ ଶରୀରର ଖଣ୍ଡ ବିଖଣ୍ଡିତ ଅଙ୍ଗ ପଡିଥିବା ଦେଖାଯାଇଛି । ତେବେ ଏଭଳି ଏକ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ କେମିତି ଓ କେଉଁଠୁ ଆସିଲା ମଣିଷର ଖଣ୍ଡ ବିଖଣ୍ଡିତ ଶରୀର । ଅଳିଆ ଗଦାରେ…

ସ୍ୱାମୀ ମାଡ଼ରେ ଭାଙ୍ଗିଲା ଦାନ୍ତ, ସ୍ତ୍ରୀ କାଟିଦେଲା ଗୁପ୍ତାଙ୍ଗ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚାନ୍ଦବାଲି ବାଘନଟି ଗାଁର ଓରାସାହିରେ ଅଭାବନୀୟ ଘଟଣା। ଘରୋଇ କଳହକୁ ନେଇ ସ୍ୱାମୀର ଗୁପ୍ତାଙ୍ଗକୁ ଦା’ରେ କାଟିଦେଲା ସ୍ତ୍ରୀ। ଉଭୟଙ୍କୁ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପୋଲିସ୍‌ ଘଟଣାସ୍ଥଳରେ…

ପୁଅକୁ ହତ୍ୟା କରିବାକୁ ଆସି ବାପାକୁ ମାରିଦେଲା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାରିବାରିକ କଳହରୁ ବୄଦ୍ଧଙ୍କୁ ପିଟିପିଟି ହତ୍ୟା । ବରଗଡ ଜିଲ୍ଲା ଝାରବନ୍ଧ ଥାନା ପୁଟୁକିଡୁଙ୍ଗୁରୀ ଗ୍ରାମରେ ଘଟିଛି ଏଭଳି ହତ୍ୟାକାଣ୍ଡ । ସୂଚନାଯୋଗ୍ୟ ଯେ, ବରଗଡ ଜିଲ୍ଲା ଝାରବନ୍ଧ ଥାନା ପୁଟୁକିଡୁଙ୍ଗୁରୀ ଗାଁର ସୁବାଷ ସାହୁଙ୍କର ପରିବାର ସହିତ ସେହି ଗ୍ରାମର…

ସ୍ୱାମୀ ସାଜିଲା ପିଶାଚ, ଗର୍ଭବତୀ ସ୍ତ୍ରୀର ତଣ୍ଟି କାଟିଲା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍ୱାମୀ ସାଜିଲା ପିଶାଚ । ଗର୍ଭବତୀ ସ୍ତ୍ରୀକୁ ତଣ୍ଟି କାଟି ହତ୍ୟା ଉଦ୍ୟମ କଲା ସ୍ୱାମୀ । ସ୍ତ୍ରୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଧନରମାଲ ଗାଁରେ ଘଟିଛି ଘଟଣା । ଖବର ଅନୁଯାୟୀ, ସମ୍ବଲପୁରର…