Browsing Tag

Municipality election

ପ୍ରଥମ ମହିଳା ଭାବେ BMCର ମେୟର ହେଲେ ସୁଲୋଚନା ଦାସ

ଭୁବନେଶ୍ବର : ଶପଥ ନେଇ BMCର ମେୟର ହେଲେ ସୁଲୋଚନା ଦାସ। ବିଏମ୍‌ସି କନ୍‌ଫରେନ୍ସ ହଲ୍‌ରେ ଶପଥ ନେଇଛନ୍ତି ଭୁବନେଶ୍ୱର ମହାନଗର ନିଗମର ପ୍ରଥମ ମହିଳା ମେୟର । ତାଙ୍କ ସହ ନବନିର୍ବାଚିତ ୬୭ କର୍ପୋରେଟର ମଧ୍ୟ ଶପଥ ନେଇଛନ୍ତି । ଖବର ଅନୁଯାୟୀ, ନିଜର ଦୃଢ ସାଙ୍ଗଠନିକ ଦକ୍ଷତା ଲାଗି ବିଜେଡି…

ଧାମନଗର ଏନଏସିର ଭୋଟ ଗଣଣା ଆରମ୍ଭ: ୧୪୪ ଧାରା ଲାଗୁ

ଭଦ୍ରକ : ଜିଲ୍ଲାର ଧାମନଗର ଏନଏସିରେ ପୁନଃମତଦାନ ହେବାର ଗୋଟିଏ ଦିନ ପରେ ଆସନ୍ତାକାଲି ସକାଳ ୬ଟା ଯାଏ ୧୪୪ ଧାରା ଲାଗୁ କରିଛି ଜିଲ୍ଲା ପ୍ରଶାସନ । କଡ଼ା ସୁରକ୍ଷା ମଧ୍ୟରେ ଆଜି ସକାଳ ୮ ଟାରେ ଧାମନଗର ଏନଏସିର ୧୧ ୱାର୍ଡରେ ଭୋଟ୍ ଗଣନା ଆରମ୍ଭ ହୋଇଛି । ଗୋଟିଏ ସ୍ଥାନରେ ପାଞ୍ଚରୁ ଅଧିକ…

ଏପ୍ରିଲ ୮ରୁ ୧୦ ଡେପୁଟି ମେୟର ନିର୍ବାଚନ

ଭୁବନେଶ୍ବର : ରାଜ୍ୟର ପୌରାଞ୍ଚଳର କାଉନସିଲର ଓ ପୌରାଧ୍ୟକ୍ଷ ଏବଂ ମହାନଗର ନିଗମର କର୍ପୋରେଟର ଓ ମେୟର ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇଛି। ଖୁବ୍‌ ଶୀଘ୍ର ସମସ୍ତ ପୌର ସଂସ୍ଥାର ବୈଠକ ବସିବ। ଆଉ ପ୍ରଥମ ବୈଠକରେ ହିଁ ତିନି ମହାନଗର ନିଗମର ଡେପୁଟି ମେୟର ଏବଂ ସମସ୍ତ ପୌରାଞ୍ଚଳର…

ବ୍ରହ୍ମପୁରରେ ବିଜେଡିର ମେୟର ପ୍ରାର୍ଥିନୀ ସଂଘମିତ୍ରା ଦଳାଇ ବିଜୟୀ

ଭୁବନେଶ୍ୱର : ବ୍ରହ୍ମପୁରରେ ବିଜେଡିର ମେୟର ପ୍ରାର୍ଥିନୀ ବିଜୟୀ ହୋଇଛନ୍ତି । ବିଜେଡିର ସଂଘମିତ୍ରା ଦଳାଇ ବିଜେପିର ପ୍ରାର୍ଥିନୀ ସବିତା ସୁଆରଙ୍କ ଠାରୁ ୨୦୨୮୬ ଖଣ୍ଡ ଭୋଟ ଅଧିକ ପାଇଛନ୍ତି । ବ୍ରହ୍ମପୁର ମହାନଗର ନିଗମ ସିଟ୍‌ ହାତେଇଲା ବିଜେଡି । ସଂଘମିତ୍ରା ପିନ୍ଧିଲା ବିଜୟୀ ମୁକୁଟ ।…

ପୌର ନିର୍ବାଚନ ଭୋଟ ଗଣତି: ସହରବାସୀ ବାଛିଛନ୍ତି ନେତା

ଭୁବନେଶ୍ୱର : ଆରମ୍ଭ ହେଲା ଭୋଟ ଗଣତି ପ୍ରକ୍ରିୟା । ମତଦାନ ମାଧ୍ୟମରେ ସହରବାସୀ ସେମାନଙ୍କର ନେତା ବାଛିଛନ୍ତି । ସକାଳ ୮ଟାରୁ ଆରମ୍ଭ ହୋଇଛି ଗଣତି । ସନ୍ଧ୍ୟା ୫ଟା ଯାଏଁ ଚାଲିବ ଏହି ଗଣତି ପ୍ରକ୍ରିୟା । ମୈଦନାରେ ୧୨ ମେୟର ପ୍ରାର୍ଥୀ ଓ ୨୯୧ କର୍ପୋରେଟର ପ୍ରାର୍ଥୀ ରହିଛନ୍ତି । ସମସ୍ତଙ୍କୁ…

ପୌର ନିର୍ବାଚନ : ଗଣତି ପ୍ରସ୍ତୁତି ଶେଷ – ନିର୍ବାଚନ କମିସନଙ୍କ ସଚିବ

ଭୁବନେଶ୍ବର: ପୌରାଞ୍ଚଳ ଭୋଟ୍ ଗଣତି ନେଇ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏନେଇ କମିସନଙ୍କ ସଚିବ କହିଛନ୍ତି, କାଉନସିଲର ଭୋଟ୍ ଗଣତି ପାଇଁ ପ୍ରତି ଏନଏସିରେ ୨ଟି ଟେବୁଲ ବ୍ୟବସ୍ଥା କରାଯାଇଛି। ପୌରାଧ୍ୟକ୍ଷ ଭୋଟ୍ ଗଣତି ପାଇଁ ପ୍ରତି ଏନଏସିରେ ୨ଟି ଟେବୁଲ…

ପୌର ନିର୍ବାଚନ: ଇଭିଏମ୍ରେ ସିଲ୍ ପ୍ରାର୍ଥୀଙ୍କ ଭାଗ୍ୟ

ଭୁବନେଶ୍ୱର : ପୌର ନିର୍ବାଚନ ଭୋଟ୍ ଗ୍ରହଣ ସରିବା ପରେ ଆସନ୍ତାକାଲି ପୌର ନିର୍ବାଚନର ଭୋଟ ଗଣତି । ଇଭିଏମ୍‌ରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଷ୍ଟ୍ରଙ୍ଗରୁମରେ କଡ଼ା ସୁରକ୍ଷା ମଧ୍ୟରେ ରହିଛି ଇଭିଏମ୍ । ସୁଚନା ଅନୁସାରେ ସାରା ରାଜ୍ୟରେ ୬୫% ମତଦାନ ହୋଇଛି । ଭୁବନେଶ୍ୱର ମହାନଗର ନିଗମ…

ପୌର ନିର୍ବାଚନ: ଇିଭିଏମ ମେଶିନରେ ତ୍ରୁଟି କାରଣରୁ ମତଦାନରେ ବିଳମ୍ବ

ଭୁବନେଶ୍ୱର : ଆଜି ରାଜ୍ୟରେ କଡା ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଛି ପୌର ନିର୍ବାଚନ । ସକାଳ ୮ ଟାରୁ ୫ ଟା ପର୍ଯ୍ୟନ୍ତ ଭୋଟ୍ ଜାରି ରହିବ । ତେବେ କିଛି ସ୍ଥାନରେ ଇଭିଏମ ମେଶିନ ତ୍ରୁଟି କାରଣରୁ ମତଦାନ ଆରମ୍ଭ ହୋଇପାରିନାହିଁ । କଟକ ସିଡିଏସ୍ଥିତ ଡିଏଭି ସ୍କୁଲ୍‌ରେ ୩୦ ଓ ୩୭ ନମ୍ବର ବୁଥରେ…

ଭୋଟ ଦେଲେ ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ନିଜର ମତ ସାବ୍ୟସ୍ତ କରିଛନ୍ତି ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ । ସେ ଭୁବନେଶ୍ୱର ନୟାପଲ୍ଲୀ ନୂଆସାହିର ଗୋପବନ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୩୯ ନମ୍ବର ୱାର୍ଡର ୪୦୭ ନମ୍ବର ବୁଥ୍‌ରେ ମତଦାନ ସାବ୍ୟସ୍ତ କଲେ । ସୂଚନାଯୋଗ୍ୟ ଯେ, ରାଜ୍ୟର ୪୭ଟି…

ପୌର ନିର୍ବାଚନ: ନବୀନ ନିବାସରୁ ପୋଲିଂ ବୁଥକୁ ଚାଲି ଚାଲି ଆସି ଭୋଟ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏରୋଡ୍ରମ ୟୁପି ସ୍କୁଲ ୫୩ ନମ୍ବର ବୁଥ୍‌ରେ ଭୋଟ୍ ଦେଇଛନ୍ତି । ନବୀନ ନିବାସରୁ ପୋଲିଂ ବୁଥ୍‌କୁ ଚାଲି ଚାଲି ଯାଇଥିଲେ ମୁଖ୍ୟମନ୍ତ୍ରୀ। ପୁର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭିକେ. ପାଣ୍ଡିଆନ…