Browsing Tag

mumbai

ବିବିସି କାର୍ଯ୍ୟାଳୟରେ ଆୟକର ବିଭାଗର ଚଢାଉ

ଆୟକର ବିଭାଗ ବିବିସି ର ଦିଲ୍ଲୀ କାର୍ଯ୍ୟାଳୟ ଉପରେ ଚଢାଉ କରିଛି । ନିକଟରେ ଏକ ବିବାଦୀୟ ଡକ୍ୟୁମେଣ୍ଟାରୀ ନେଇ ଚର୍ଚ୍ଚାକୁ ଆସିଥିଲା ବିବିସି । ନ୍ୟୁଜ୍ ଏଜେନ୍ସି ANI ସୂତ୍ରରୁ ପ୍ରକାଶ ଯେ ଦିଲ୍ଲୀର ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ୍ (ବିବିସି) କାର୍ଯ୍ୟାଳୟରେ ଆଇଟି ଚଢାଉ ହୋଇଛି ।…

ଅନୈତିକ ସମ୍ପର୍କ ମାମଲା; ଗିରଫ ହେଲେ ଫିଲ୍ମ ନିର୍ଦ୍ଦେଶକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୁଷ୍କର୍ମ ଅଭିଯୋଗରେ ମାଲାୟଲମ ଫିଲ୍ମ ନିର୍ଦ୍ଦେଶକ ଲିଜୁ କ୍ରିଷ୍ଣାଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ବିରୋଧରେ କାକାନାଡ ସ୍ଥିତ ଇନ୍‌ଫୋପାର୍କ ପୋଲିସ ଷ୍ଟେସନରେ ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଏଭଳି ଗୁରୁତର ଅଭିଯୋଗ ଆସିବା ପରେ ପୋଲିସ ଲିଜୁଙ୍କୁ ନିଜ…

ଆଜି ଆର୍ଯ୍ୟନଙ୍କ ଜାମିନ ଆବେଦନ ଶୁଣାଣି, ଜାଣନ୍ତୁ କଣ କହିଲେ ଆର୍ଯ୍ୟନଙ୍କ ଓକିଲ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):  ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କ ସମେତ ୮ ଜଣଙ୍କର ଏନସିବି ହେପାଜତକୁ ନେଇ ଶୁଣାଣି ହୋଇଛି। ଯେଉଁଥିରେ କୋର୍ଟ ସମସ୍ତଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଶୁଣାଣି ସମୟରେ ଆର୍ଯ୍ୟନଙ୍କ ଓକିଲ ଯୁକ୍ତି କରିଥିଲେ ଯେ…

ଜଣେ ଯୁବତୀ ରାସ୍ତାରେ ଶୋଇ କଲେ ଟ୍ରାଫିକ ଜାମ, ପଢନ୍ତୁ କାହିଁକି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ରାତିରେ ମହାରାଷ୍ଟ୍ର, ପୁଣେର ସ୍ବାରଗେଟ୍‌ ଅଞ୍ଚଳରେ ଜଣେ ଯୁବତୀ ରାସ୍ତାରେ ଶୋଇପଡିଲେ । ଫଳରେ ହୋଇଗଲା ଟ୍ରାଫିକ ଜାମ । ଯୁବତୀଙ୍କ ଏପରି ଅବସ୍ଥା ଦେଖି ଶହ ଶହ ଗାଡ଼ିମୋଟର ରାସ୍ତାରେ ଅଟକି ରହିଗଲା । ଘଟଣାଟି ବୁଝୁ ବୁଝୁ ଜଣାପଡ଼ିଲା ଜଣେ ଯୁବତୀ ମଦ ନିଶାରେ…

ଖୋଲିଲା ସ୍କୁଲ, ମହାରାଷ୍ଟ୍ରରେ ୬୦୦ରୁ ଅଧିକ ଛାତ୍ରଛାତ୍ରୀ ସଂକ୍ରମିତ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଦେଶରେ କରୋନା ମାମଲା ହ୍ରାସ ପାଇବା ଭିତରେ ଅନେକ ରାଜ୍ୟରେ ସ୍କୁଲଗୁଡ଼ିକ ପୁଣି ଖୋଲିଛି ବା ଖୋଲିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। କିନ୍ତୁ ଏହି ଭିତରେ ମହାରାଷ୍ଟ୍ରର ସୋଲାପୁରରେ ସ୍କୁଲ୍ ପୁଣି ଖୋଲାଯିବା ପରେ ୬୧୩ ଜଣ ପିଲା କରୋନା ସଂକ୍ରମିତ ହୋଇଛନ୍ତି। ଯାହାକି ଏବେ…

ଚଳନ୍ତା ଟ୍ରେନ୍‌ରୁ ଖସିପଡିଲେ ଯାତ୍ରୀ, ଆଉ ତା’ପରେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁମ୍ବାଇର ବୋରିଭାଲି ଷ୍ଟେସନରେ ଜଣେ ଯାତ୍ରୀ ଟ୍ରେନ ରୁ ଖସିପଡ଼ିବା ଭିଡ଼ିଓ ଭାଇରଲ ହେବାରେ ଲାଗିଛି। ଦେବଦୂତ ସାଜି ତାଙ୍କ ଜୀବନ ରକ୍ଷା କରୁଛନ୍ତି ଜଣେ ଆରପିଏଫ ଯବାନ। ୧୫ ସେକେଣ୍ଡର ଏହି ଭିଡିଓରେ ଯବାନଙ୍କ ସାହସିକତା ଦେଖିବାକୁ ମିଳିଛି । ଷ୍ଟେସନରେ ଯେତେବେଳେ…

ଆଇସକ୍ରିମରେ ବିଷ ମିଶାଇ ପିଲାଙ୍କୁ ଦେଲା ସୈତାନ ବାପା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମୁମ୍ବାଇର ମାନଖୁର୍ଦରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ସୈତାନ ବାପା ନିଜର ୩ ଜଣ ଶିଶୁଙ୍କୁ ଆଇସକ୍ରିମରେ ବିଷ ମିଶାଇ ଖାଇବାକୁ ଦେଇ ହତ୍ୟା କରିବାକୁ ଚେଷ୍ଟା କରିଥିଲା। ବିଷ ଖାଇବା ପରେ ୫ବର୍ଷ ଶିଶୁର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ ଜୀବନ ଓ ମରଣ…

ମହାରାଷ୍ଟ୍ରର ଏକ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ; ୧୩ ମୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାରାଷ୍ଟ୍ରର ପାଲଘର ଜିଲ୍ଲା ଭସାଇ ସ୍ଥିତ ବିଜୟ ବଲ୍ଲଭ ହସ୍ପିଟାଲର କୋଭିଡ ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଛି। କୋଭିଡ ସେଣ୍ଟରର ଆଇସିୟୁ ୱାର୍ଡରେ ନିଆଁ ଲାଗି ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅନ୍ୟ ରୋଗୀମାନଙ୍କୁ ନିକଟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।…

ମୁମ୍ବାଇରେ ଡିସେମ୍ବର ୩୧ ଯାଏ ଲକଡାଉନ୍

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟରେ କୋଭିଡ୍ ସଂକ୍ରମଣକୁ ନଜରରେ ରଖି ଲକ୍ଡାଉନ୍ ସମୟସୀମାକୁ ଡିସେମ୍ବର ୩୧ ମଧ୍ୟରାତ୍ର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ମହାରାଷ୍ଟ୍ର ସରକାର। ଗତ ଦୁଇମାସ ମଧ୍ୟରେ ରାଜ୍ୟରେ ଲକଡାଉନ୍ ନିୟମାବଳୀକୁ କିଛିମାତ୍ରାରେ କୋହଳ କରାଯାଇଛି। ଚଳିତ ସପ୍ତାହ ଆରମ୍ଭରେ ରାଜ୍ୟର…

କ୍ରୀଡାର ବିକାଶ ପାଇଁ ସର୍ବୋତ୍ତମ ରାଜ୍ୟ ଭାବରେ ଓଡିଶା ସମ୍ମାନିତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): 'ସ୍ପୋର୍ଟ ଷ୍ଟାର' କ୍ରୀଡା ପତ୍ରିକା ପକ୍ଷରୁ ମୁମ୍ବାଇରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଖେଳର ବିକାଶ ପାଇଁ ପୁରସ୍କାର ପ୍ରଦାନ କରାଯାଇଛି । ହିନ୍ଦୁ ଗ୍ରୁପ ପକ୍ଷରୁ ପ୍ରଥମ ଥର ପାଇଁ ଏକ ରାଜ୍ୟକୁ କ୍ରୀଡାର ସାମଗ୍ରିକ ବିକାଶ ପାଇଁ…

You cannot copy content of this page