ସରିଲା ଈଶାଙ୍କ ବାହାଘର, ଖର୍ଚ୍ଚ ହେଲା ଶହେ ମିଲିଅନ ଡଲାର
ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଭାରତର ଏକ ନମ୍ବର ଧନୀ ତଥା ରିଲାଏନ୍ସ ଗୃପର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ ଓ ଶିଳ୍ପପତି ଆନନ୍ଦ ପୀରାମଲଙ୍କ ବିବାହ ସମ୍ପନ୍ନ ହୋଇଛି । ମୁକେଶ ଅମ୍ବାନୀଙ୍କ ମୁମ୍ବାଇସ୍ଥିତ ବାସଭବନ ଆଣ୍ଟିଲିଆରେ ଈଶାଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା ।…