ମୁଗଲାଇ ପରଟା
ସାମଗ୍ରୀ:
୧. ୪ ଟି ପ୍ରୋଜେନ ପରଟା ସିଟ
୨. ୨ଟି ଅଣ୍ଡା
୩. କଞ୍ଚା ଲଙ୍କା
୪. ଧନିଆ ପତ୍ର
୫. ଦୁଇଟି ପିଆଜ
୬. ୪ ଚାମଚ କଟା ଯାଇଥିବା କ୍ୟାପ୍ସିକମ
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ମୁଗଲାଇ ପରଟା ପାଇଁ ସ୍ଟଫିଙ୍ଗ ବନାଇବା । ଏବେ ଦୁଇଟି ଅଣ୍ଡା ଭାଙ୍ଗନ୍ତୁ । ଏଥିରେ…