୨୦୨୧ରେ ଏସିୟ ମୁଦ୍ରାଙ୍କ ମଧ୍ୟରେ ଭାରତୀୟ ଟଙ୍କାର ପ୍ରଦର୍ଶନ ସବୁଠୁ ଖରାପ
ଭାରତୀୟ ମୁଦ୍ରା ହୁଏତ ଏସିୟାରେ ସବୁଠୁ ଖରାପ ପ୍ରଦର୍ଶନକାରୀ କରେନ୍ସୀ ଭାବେ ୨୦୨୧କୁ ବିଦାୟ ଦେଇପାରେ। କାରଣ ଟଙ୍କାର ମୂଲ୍ୟ ହ୍ରାସ ଏବେବି ଜାରି ରହିଛି। ଏକ ରିପୋର୍ଟ ଅନୁସାରେ ଭାରତୀୟ ମୁଦ୍ରା (ରୁପୟା) ଏସିୟ ବଜାରରେ ସବୁଠୁ ଖରାପ ପ୍ରଦର୍ଶନ କରୁଥିବା କରେନ୍ସୀରେ ପରିଣତ ହୋଇଛି। ବିଦେଶୀ…