ମା’ କ୍ଷୀର ଶିଶୁ ପାଇଁ ସାଜିଥାଏ ଏଭଳି ରାମବାଣ ସଦୃଶ, ଫଳରେ ଶିଶୁ ହୋଇଥାଏ ଅଧିକ ବୁଦ୍ଧିମାନ
ମା'ର କ୍ଷୀର ଶିଶୁ ପାଇଁ ଅମୃତ ସମାନ ହୋଇଥାଏ l ମା ନିଜ ପିଲାଙ୍କ ପାଇଁ ଭଗବାନ ଙ୍କ ଦ୍ଵିତୀୟ ଅବତାର ଅଟେ l ତେଣୁ ମାର ତୁଳନା ଭଗବାନ ଙ୍କ ଛଡା ଆଉ କାହାରି ସହିତ କରାଯାଏ ନାହିଁ l ଗୋଟିଏ ଶିଶୁ ଯିଏକି ମା ନିକଟରୁ ଦୁଗ୍ଧ ପାନ କରିଥାଏ ତାର ମୁକାବିଲା ସଂସାରର ଆଉ କୌଣସି ଖାଦ୍ୟ କରିପାରି ନଥାଏ…