୬ ମାସର ଛୁଆକୁ ଧରି ୧୬ ମହଲାରୁ ଡେଇଁପଡ଼ିଲା ମା’
କାଖରେ କଅଁଳା ଛୁଆକୁ ଧରି ଆପାର୍ଟମେଣ୍ଟର ୧୬ ମହଲାରୁ ଡେଇଁ ପଡ଼ିଲା ମାଆ । ଦିଲ୍ଲୀର ୱେଷ୍ଟ(ପଶ୍ଚିମ) ନୋଏଡା ରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘଟଣାରେ ଉଭୟ ମାଆ-ଛୁଆଙ୍କର ମୃତ୍ୟୁ ହୋଇଛି । ୩୩ ବର୍ଷୀୟ ମହିଳା ଆମେରିକାରୁ ବାପଘର ନୋଏଡା ଆସିଥିବା ବେଳେ ଏଭଳି ଅଘଟଣ ଘଟାଇଛନ୍ତି ।…