Browsing Tag

morning school from 22nd to 24th

ଆସନ୍ତା ୨୫ରୁ ଖରା ଛୁଟି, ୨୨ ରୁ ୨୪ ଯାଏଁ ସକାଳୁଆ ସ୍କୁଲ

ଆସନ୍ତା ୨୫ରୁ ଖରା ଛୁଟି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏହାସହିତ ୨୨ ରୁ ୨୪ ଯାଏଁ ସକାଳୁଆ ସ୍କୁଲ କରିବାକୁ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ସକାଳ ୬ଟା ୩୦ରୁ ୧୦ ଟା ୩୦ ଯାଏଁ ସ୍କୁଲରେ ପାଠ ପଢା ହେବ । ଖବର ଅନୁଯାୟୀ,…