ଆଜି ଚନ୍ଦ୍ରଗ୍ରହଣ
ନୂଆଦିଲ୍ଲୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଜି ମେ’ ୧୬ ତାରିଖ ବୁଦ୍ଧ ପୂର୍ଣ୍ଣିମା । ଭାରତୀୟ ସମୟ ଅନୁସାରେ ସକାଳ ୭ଟା ୨ ମିନିଟରେ ଚନ୍ଦ୍ରଗ୍ରହଣ ଆରମ୍ଭ ହୋଇଛି । ଏହା ରାତି ୧୨ଟା ୨୦ ମିନିଟରେ ଶେଷ ହେବ । ଏନେଇ ବୈଜ୍ଞାନିକ ମାନେ ସୂଚନା ଦେଇଥିବା ବେଳେ ଏହା ଭାରତରେ ଦୃଶ୍ୟମାନ ହେବନାହିଁ ବୋଲି…