ସଂସଦର ମୌସୁମୀ ଅଧିବେଶନ ଆରମ୍ଭ : ଲୋକସଭାରେ ହଙ୍ଗାମା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ସଙ୍କଟ ମଧ୍ୟରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ମୌସୁମୀ ଅଧିବେଶନରେ କରୋନାର ଦ୍ୱିତୀୟ ଲହର, ମୁଦ୍ରାସ୍ଫୀତି ଏବଂ ଚୀନ୍ ସହ ଜଡିତ ବିଷୟ ତଥା ସାମ୍ବାଦିକ ତଥା ନେତାଙ୍କ ଗୁପ୍ତଚରତା ଉପରେ ଆଲୋଚନନା ହେବାର ସମ୍ଭାବନା ରହିଛି । ଏହା ବ୍ୟତୀତ ସରକାର ଏବଂ…