Browsing Tag

mohammad-mokim-resigned

କଂଗ୍ରେସକୁ ଝଟ୍‌କା; ଇସ୍ତଫା ଦେଲେ ମହମ୍ମଦ ମୋକିମ୍

କଂଗ୍ରେସକୁ ଝଟ୍‌କା। କଂଗ୍ରେସ ଦଳର ସମ୍ପାଦକ ପଦରୁ ଇସ୍ତଫା ଦେଲେ ମହମ୍ମଦ ମୋକିମ୍। ଇସ୍ତାଫା ଦେବା ପରେ ମୋକିମ୍ କହିଛନ୍ତି ଯେ, ଏହା ଦଳର ଆଭ୍ୟନ୍ତରୀଣ ବିଷୟ। ଦଳରେ ଆଲୋଚନା ହେବା ଉଚିତ୍। ଏନେଇ ଗଣମାଧ୍ୟମରେ ଚର୍ଚ୍ଚା ହେବା ଠିକ୍ ନୁହେଁ। ସୂଚନାନୁଯାୟୀ, ବାରବାଟୀ-କଟକ ବିଧାୟକ ଥିଲେ…