Browsing Tag

Modi

ବିଜେଡିକୁ ଘାଣ୍ଟିବାକୁ ଆସିବ ଇଡି ଓ ସିବିଆଇ

ଇଡି, ସିବିଆଇ ଦ୍ୱାରା ବାନ୍ଧିବୁ, ବିଜେଡିକୁ ଘାଣ୍ଟିବାକୁ ଆସିବ ଇଡି ଓ ସିବିଆଇ, କହିଛନ୍ତି ଜୟ ନାରାୟଣ ମିଶ୍ର ଓଡ଼ିଶା ରେ ତଦନ୍ତ ଜୋରଦାର କରିବାକୁ ନିବେଦନ କରିବେ ୨୨ ବିଧାୟକ ୫ଟି ସଚିବ ଙ୍କ ବିରୁଦ୍ଧରେ ବଖାଣିବେ ଭେଟିବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଗୃହ ମନ୍ତ୍ରୀ ଏବଂ…

ଋଷ୍‌ ଦେଲା ଅଫର୍‌, କମିପାରେ ପେଟ୍ରୋଲ୍‌-ଡିଜେଲ୍‌ ଦାମ୍‌

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଋଷିଆନ୍‌ ତୈଳ କମ୍ପାନୀ ଭାରତକୁ ତୈଳ ବିକ୍ରି ନେଇ ବଡ଼ ମାତ୍ରାରେ ଡିସ୍କାଉଣ୍ଟ ଦେବାକୁ ଅଫର୍‌ ଦେଉଛନ୍ତି । ଏକ ବାଣିଜ୍ୟ ପତ୍ରିକାର ରିପୋର୍ଟ ମୁତାବକ, ଋଷ୍‌ର ତେଲ କମ୍ପାନୀ ଭାରତକୁ ଅଶୋଧିତ ତୈଳର ଦାମ୍‌ ଠାରୁ ୨୫ରୁ ୨୭ ପ୍ରତିଶତ କମ୍‌ରେ ବିକ୍ରି କରିବାକୁ ଅଫର୍‌…

ଟିକାକରଣକୁ ପୂରିଲା ବର୍ଷେ; ମୋଦି କହିଲେ ‘ଭାରତ ଗର୍ବିତ’

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶର ଟିକାକରଣକୁ ପୂରିଲା ଗୋଟିଏ ବର୍ଷ । ଜାନୁଆରୀ ୧୬, ୨୦୨୧ରେ ଦେଶରେ ଆରମ୍ଭ ହୋଇଥିବା କରୋନା ଟିକାକରଣର ଗୋଟିଏ ବର୍ଷ ପୂର୍ତ୍ତି ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ…

ରେକର୍ଡସ୍ତରରେ ପହଞ୍ଚିଲା ଡ୍ରାଗନ ସହ କାରବାର, ଛୁଇଁଲା ୧୦୦ ଅରବ ଡଲାର

କେନ୍ଦ୍ରର ମୋଦୀ ସରକାରଙ୍କ ଖାଇବା ଦାନ୍ତ ଗୋଟିଏ ଏବଂ ଦେଖାଇବା ଦାନ୍ତ ଆଉ ଗୋଟିଏ। କାରଣ ଗୋଟିଏ ପଟେ ଚୀନ ସହ ଆମର ତିକ୍ତତା କମିବାର ନାଁ ନେଉନଥିବା ବେଳେ ଅନ୍ୟପଟେ ଏହି ଚୀନ ସହ ଭାରତର ବାଣିଜ୍ୟ କାରବାର ବଢିବାରେ ଲାଗିଛି। ଦୁଇ ଦେଶ ମଧ୍ୟରେ ବ୍ୟବସାୟ ରେକର୍ଡ ସ୍ତରରେ ପହଞ୍ଚିଛି। ଭାରତ ଓ…

ମୋଦୀଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନୀତ କଲା ଭୂଟାନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନୀତ କରିଛି ଭୁଟାନ୍ । ଭୁଟାନର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହାର ଫେସବୁକ୍ ଆକାଉଣ୍ଟରେ ଏହି ସୂଚନା ଦେଇଛି । ଭୁଟାନର ଏହି ସର୍ବୋଚ୍ଚ ନାଗରିକ ସମ୍ମାନର ନାମ ହେଉଛି ନଗଦେଗ ପେଲ…

ଭ୍ୟାକସିନ୍‌ ସାର୍ଟିଫିକେଟରେ ମୋଦିଙ୍କ ଫଟୋ କାହିଁକି? କୋର୍ଟ କହିଲେ,‘ସେ ଦେଶବାସୀଙ୍କ ପ୍ରଧାନମନ୍ତ୍ରୀ, ଆପଣ କାହିଁକି…

ଭ୍ୟାକସିନ୍‌ ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋକୁ କେରଳ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାକୁ ନେଇ ପ୍ରଶ୍ନ କରିଛନ୍ତି କୋର୍ଟ । ଯାଚିକାର ଶୁଣାଣିକରି ଜଷ୍ଟିସ୍‌ ପିପି କୁହ୍ନିକୃଷ୍ଣନ୍‌ ଯାଚିକାକର୍ତ୍ତାକୁ କହିଛନ୍ତି, ‘ଯଦି ଦେଶର ପ୍ରଧାନମନ୍ତ୍ରୀଙ୍କ ଫଟୋ…

ସଂସଦୀୟ ଦଳ ବୈଠକରେ ମୋଦିଙ୍କ ଚେତାବନୀ

ନୂଆଦିଲ୍ଲୀ ୭।୧୨: ମଙ୍ଗଳବାର ଅନୁଷ୍ଠିତ ବିଜେପି ସଂସଦୀୟ ଦଳ ବୈଠକରେ ମୋଦି ସଂସଦରେ ଅନୁପସ୍ଥିତ ରହୁଥିବା ସାଂସଦଙ୍କୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏବେଠୁ ଜଣେ ବି ସାଂସଦ ଯେପରି ଗୃହରେ ଅନୁପସ୍ଥିତ ନ ରହନ୍ତି ସେ ନେଇ ଚେତାଇ ଦେଇଛନ୍ତି। ସଂସଦର ଉଭୟ ସଦନରେ କାର୍ଯ୍ୟ ଆରମ୍ଭ…

ଡିସେମ୍ବର ୧୩ରେ ବାରଣାସୀ ଯିବେ ମୋଦୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଡିସେମ୍ବର ୧୩ ଓ ୧୪ରେ ବାରଣାସୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାପୂର୍ବରୁ ବିଜେପି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହି ଦୁଇ ଦିନ ଦେଶର ବିଭିନ୍ନ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ।…

ମୋଦି-ଦିଦି ସାକ୍ଷାତ: ବିଏସଏଫ ଅଧିକାର ସମେତ ଏହିସବୁ ପ୍ରସଙ୍ଗରେ ହେଲା ଆଲୋଚନା

ନୂଆଦିଲ୍ଲୀ ୨୪/୧୧ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଦିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଛନ୍ତି। ମମତା ସୀମା ସୁରକ୍ଷାବଳ (ବିଏସଏଫ)ର ଅଧିକାର କ୍ଷେତ୍ର ବୃଦ୍ଧି କରିବା ପ୍ରସଙ୍ଗ ଉଠାଇଥିଲେ। ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ପ୍ରାୟ ୩୦ ମିନିଟ ଆଲୋଚନା…

ପ୍ରଧାନମନ୍ତ୍ରୀଙ୍କ ଘୋଷଣା, ପ୍ରତ୍ୟାହାର ହେବ ତିନି କୃଷି ଆଇନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପ୍ରତ୍ୟାହାର ହେବ ତିନି କୃଷି ଆଇନ। ଦେଶକୁ ସମ୍ବୋଧନ କରି ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁ ନାନକ ଦେବଙ୍କ ଜୟନ୍ତୀରେ କେନ୍ଦ୍ରସରକାର କୃଷି ଆଇନ ହଟାଇବା ନେଇ ସେ ସ୍ପଷ୍ଟ କରିଛନ୍ତି। ୨୦୨୦ ମସିହାରେ ସଂସଦରେ ବିଲ ପାସ ହେବାପରେ ମୋହର…