ଆଜିକାଲି ପିଲାଙ୍କ ଉପରେ ମୋବାଇଲ ସକରାତ୍ମକ ଅପେକ୍ଷା ଅଧିକ ନକାରାତ୍ମକ ପ୍ରଭାବ ପକାଉଛି, ତେବେ ପିଲାଙ୍କୁ ଏଭଳି ରଖନ୍ତୁ…
ଆଜିକାଲି ପ୍ରାୟ ସବୁ ପିଲାମାନେ ମୋବାଇଲ୍ ସହିତ ଅଧିକ ଜଡ଼ିତ ରହୁଛନ୍ତି । ବିଶେଷ ଭାବରେ ଆମେ ଦେଖିବାକୁ ପାଉଛୁ ଯେ ଖୁବ୍ କୁନି କୁନି ପିଲାମାନେ ମଧ୍ୟ ଫୋନ୍ ରେ ବ୍ୟସ୍ତ ରହୁଛନ୍ତି । କାହିଁକି ନା ମାବାପା ମାନେ ନିଜ କାମକୁ ଠିକ୍ ଭାବରେ କରିବା ପାଇଁ ପିଲା ମାନଙ୍କୁ ଫୋନ୍ ଧରାଇ ଦେଉଛନ୍ତି ।…