ଗାଁ ଗାଁରେ ପହଞ୍ଚିଲା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ, ୬୨,୮୫୭ ପ୍ରକଳ୍ପ ପାଇଁ ୧୫୫୪ କୋଟି ମଞ୍ଜୁର କରିଛନ୍ତି ରାଜ୍ୟ…
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ସବୁ ଗାଁ ରେ ପହଞ୍ଚିଲା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ । ୨୦୧୮ ମାର୍ଚ୍ଚ ୫ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ପାଖାପାଖି ୩୧୪ ଦିନ ମଧ୍ୟରେ ରାଜ୍ୟର ୩୧୪ ବ୍ଲକ, ୬୭୯୮ ପଞ୍ଚାୟତରେ ପହଞ୍ଚି ପାରିଛି । ବର୍ତ୍ତମାନ ସୁଦ୍ଧା ୬୨ ହଜାର ୮୫୭ଟି…