୪୦ରୁ କମ ସ୍ପିଡରେ ଚାଲିବ ମୋ ବସ୍
ଭୁବନେଶ୍ୱର: 'ମୋ ବସ୍'ରେ ଲାଗିବ ସ୍ପିଡ୍ ଗଭର୍ଣ୍ଣର । ସବୁ ମୋ ବସର ସ୍ପିଡ ଘଣ୍ଟା ପ୍ରତି ୪୦ରୁ କମ୍ ରହିବ । କେବଳ ସେତିକି ନୁହେଁ ବେପରୁଆ ଗାଡ଼ି ଚଳାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ମୋ ବସ୍ ଡ୍ରାଇଭର ଏବଂ କର୍ମଚାରୀ…