ମିସ୍ ୟୁନିର୍ଭସର ମୁକୁଟ ପିନ୍ଧିଲେ ଆମେରିକାର ବୋନୀ ଗାବ୍ରିଏଲ
ଆମେରିକା ସୁନ୍ଦରୀ ବୋନୀ ଗାବ୍ରିଏଲ ହେଲେ ୭୧ ତମ ମିସ୍ ୟୁନିର୍ଭସ। ବିଶ୍ବର ୮୪ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ୨୦୨୨ ମିସ୍ ୟୁନିର୍ଭସର ମୁକୁଟ ପିନ୍ଧିଛନ୍ତି ବୋନୀ ଗାବ୍ରିଏଲ ଗାବ୍ରିଏଲ। ତାଙ୍କୁ ୨୦୨୧ର ମିସ୍ ୟୁନିର୍ଭସ ତଥା ଭାରତ ହରନାଜ ସାନ୍ଧୁ ତାଙ୍କୁ ବିଜୟ ତାଜ୍ ପିନ୍ଧାଇ ମିସ୍…