ଘରେ ସକରାତ୍ମକ ପ୍ରଭାବ ପକାଇବ ଆଇନା
ପ୍ରତ୍ୟେକ ଲୋକଙ୍କ ଘରେ ଆଇନା ରହିଛି।ଏହାକୁ ଦର୍ପଣ ମଧ୍ୟ କୁହାଯାଏ। ଏହାର ଆମ ଜୀବନରେ ଏକ ମହତ୍ତ୍ଵପୂର୍ଣ୍ଣ ସ୍ଥାନ ରହିଛି। ଘର ହେଉ ଅବା ବାହାରେ ସବୁ ସ୍ଥାନରେ ଆଇନାର ଆବଶ୍ୟକତା ନିହାତି ପଡ଼ିଥାଏ। ସାଜସଜ୍ଜା, ଶୃଙ୍ଗାର, ନିଜ ଚେହେରା ଦେଖିବାରେ ଆଇନାକୁ ବ୍ୟବହାର କରାଯାଇଥାଏ। ଆଇନା…