ମୁହଁ ବଦଳରେ ପାଦରେ ମାସ୍କ ଲଗାଇ ଟ୍ରୋଲ ହେଲେ ମନ୍ତ୍ରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାସ୍କ ପିନ୍ଧିବା ଉପରେ କେନ୍ଦ୍ର ଓ ସମସ୍ତ ରାଜ୍ୟ ସରକାର ଅତ୍ୟନ୍ତ ଗୁରୁତ୍ୱ ଦେଉଛନ୍ତି । ଯାହାଫଳରେ ଆମେ କରୋନା ସଂକ୍ରମଣରୁ ଦୁରେଇ ରହିପାରିବା ବୋଲି ବିଶେଷଜ୍ଞ ଏବଂ ଡାକ୍ତର ମାନେ ମତ ରଖୁଛନ୍ତି । ମାସ୍କ ନପିନ୍ଧିଲେ ଜୋରିମାନା…