୨୦୨୫ ସୁଦ୍ଧା ୨୨୦ ବିମାନ ବନ୍ଦର ନିର୍ମାଣ ଲକ୍ଷ୍ୟ ଧାର୍ଯ୍ୟ – ସିନ୍ଧିଆ
ନୂଆଦିଲ୍ଲୀ : ବୁଧବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଲୋକସଭାରେ କହିଛନ୍ତି ଯେ ୨୦୨୫ ସୁଦ୍ଧା ସରକାର ୨୨୦ ଟି ନୂତନ ବିମାନବନ୍ଦର ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସେହିଭଳି ଉନ୍ନତ ଟେକ୍ନୋଲୋଜି ବ୍ୟବହାର କରି ପାଇଲଟ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟାକୁ ସରଳ…