ରାଜ୍ୟରେ ନିଅଣ୍ଟିଆ ବର୍ଷା ରେକର୍ଡ
ଭୁବନେଶ୍ୱର: ରାଜ୍ୟରେ ୪୪ ପ୍ରତିଶତରୁ ଅଧିକ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇସାରିଛି। କିନ୍ତୁ ଏହା ଜୁନ୍ର ନିଅଣ୍ଟିଆ ବର୍ଷା ପରିମାଣକୁ କମାଇ ପାରିବ ନାହିଁ। ଜୁନ୍ ୧ରୁ ୨୩ ତାରିଖ ମଧ୍ୟରେ ରାଜ୍ୟରେ ୪୪ ପ୍ରତିଶତରୁ ଅଧିକ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇସାରିଛି। ଆଞ୍ଚଳିକ ପାଣିପାଗର…