ଶରୀର ପାଇଁ କୋଳଥ ଡାଲି
ଡାଲି ହେଉଛି ପ୍ରୋଟିନର ଗୋଟିଏ ବଡ ସ୍ରୋତ । ତା ସହିତ ଏହା ଅନେକ ପୋଷକ ତତ୍ତ୍ୱରେ ଭରପୁର ଅଟେ । ବିଭିନ୍ନ ଡାଲି ମାନଙ୍କ ମଧ୍ୟରୁ 'କୋଳଥ ଡାଲି' ହେଉଛି ଶରୀର ପାଇଁ ଓ ଶୀତଋତୁରେ ଖୁବ ହିତକର । ଆଜି ଜାଣିବା 'କୋଳଥ ଡାଲି' ଶରୀର ପାଇଁ କେତେ ଉପକାରୀ ଅଟେ ।
କୋଳଥ ଡାଲି କିଡ୍ନୀ ଷ୍ଟୋନ…