Browsing Tag

merrage

ସଂପୂର୍ଣ୍ଣ ରୀତିନୀତି ଅନୁଯାୟୀ ଦମ୍ପତ୍ତିଙ୍କ ବିବାହ କଲେ ମହିଳା ପୁରୋହିତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ) : ଏବେ ଚାଲିଛି ବିବାହ ଋତୁ । କରୋନା କଟକଣା କୋହଳ ହେବା ପରେ ବିବାହକୁ ଧୂମଧାମରେ କରିବାକୁ ସମସ୍ତେ ଲାଗିପଡିଛନ୍ଚି । ତେବେ ପଶ୍ଚିମବଙ୍ଗର ହୁଗଲି ଅଞ୍ଚଳରେ ଏକ ନିଆରା ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ବିବାହର ଖାସିୟତ ହେଉଛି ଜଣେ ମହିଳା ପୁରୋହିତ ସେହି…