ଏମସି ମେରି କମଙ୍କ ଭାଙ୍ଗିଲା ଅଲିମ୍ପିକ ପଦକ ସ୍ଵପ୍ନ, କୋଲମ୍ଵିଆ ବକ୍ସରଙ୍କଠୁ ହାରିଲେ
ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଟୋକିଓ ୨୯।୦୭: ଛଅ ଥରର ବିଶ୍ଵ ଚାମ୍ପିଅନ ଏମସି ମେରି କମ(୫୧ କିଗ୍ରା)ଙ୍କ ଭାଙ୍ଗିଲା ଟୋକିଓ ଅଲିମ୍ପିକ ପଦକ ଜିତିବାର ସ୍ଵପ୍ନ। ମେରି କମ ମହିଳା ବକ୍ସିଂର ପ୍ରି କ୍ଵାର୍ଟର ଫାଇନାଲରେ କୋଲମ୍ଵିଆର ତୃତୀୟ ମାନ୍ୟତାପ୍ରାପ୍ତ ଇଙ୍ଗ୍ରିଟ୍ ଭାଲେନସିଆଙ୍କଠୁ ପରାଜିତ…