Browsing Tag

men ‘s hockey world cup

ଭୁବନେଶ୍ୱରକୁ ହକି ଫିଭର, ନୂଆବୋହୂ ଭଳି ସଜେଇ ହେଇଛି ରାଜଧାନୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରକୁ ହକି ଫିଭର । ରାଜଧାନୀବାସୀଙ୍କୁ ଲାଗିଛି ହକିର କ୍ରେଜ୍‌ । ଖୁବ କମ ସମୟ ମଧ୍ୟରେ ରାଜ୍ୟ ସରକାରଙ୍କ ଉଦ୍ୟମ କ୍ରମେ ହକି ବିଶ୍ୱକପ ପାଇଁ ବିରାଟ ଆୟୋଜନ କରାଯାଇଛି । ରଙ୍ଗବେରଙ୍ଗ ଆଲୋକମାଳାରେ ସଜେଇ ହୋଇଛି ରାସ୍ତା ଘାଟ । ଅତିଥିଙ୍କ ସ୍ୱାଗତ ପାଇଁ…

ହକି ପ୍ରେମୀଙ୍କୁ ଲାଗିଛି ଶକ୍ତ ଧକ୍କା, ଅନ ଲାଇନ ବୁକିଙ୍ଗ ସାଇଟ କ୍ରାସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହକି ପ୍ରେମୀଙ୍କୁ ଲାଗିଛି ଶକ୍ତ ଧକ୍କା । ପୂର୍ବରୁ ବିଶ୍ୱକପ ହକି ଉଦଘାଟନୀ ମ୍ୟାଚ ଦେଖିବା ପାଇଁ କାଉଣ୍ଟର ରୁ ଟିକେଟ କିଣିବାକୁ ରାତି ୯ଟାରୁ ଲାଗିଥିଲା ହକି ପ୍ରେମୀଙ୍କ ଭିଡ ମାତ୍ର ସେଠାରୁ ଟିକେଟ ମିଳିବା ବଦଳରେ ଲାଠିମାଡ଼ ଖାଇ ଅନ ଲାଇନରେ ଟିକେଟ କିଣିବା…

ହକି ବିଶ୍ୱକପ: ଆଜିଠୁ ଅନଲାଇନରେ ଟିକେଟ ବିକ୍ରି, ପ୍ରଥମ ଟିକେଟ କିଣି ଉଦଘାଟନ କଲେ ନବୀନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ହକି ଇଣ୍ଡିଆର ସିଇଓ ଏଲାନା ନରିମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଉଦଘାଟନୀ ଉତ୍ସବର ପ୍ରଥମ ଟିକେଟ ଦେଇଥିଲେ। ଏଥିପାଇଁ ନବୀନ ୫୦୦ ଟଙ୍କା ମଧ୍ୟ ଦେଇଥିଲେ । ହକି ବିଶ୍ୱକପର ଉଦଘାଟନୀ ଉତ୍ସବରେ ବଲିଉଡ କଳାକାର ଶାହାରୁଖ ଖାନ, ଓସ୍କାର ବିଜେତା…

ହକି ପୁରୁଷ ବିଶ୍ୱକପ: ଇଣ୍ଡିଆ ଟିମ୍‌ ଘୋଷିତ, ୨ ଓଡ଼ିଆ ସାମିଲ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଉ ମାତ୍ର ୧୯ ଦିନ ପରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ହକି ପୁରୁଷ ବିଶ୍ୱକପ । ଏଥିପାଇଁ ବ୍ୟାପକ ଆୟୋଜନ ଚାଲିଥିବା ବେଳେ ଗୁରୁବାର ହକି ଇଣ୍ଡିଆ (ଏଚଆଇ) ପକ୍ଷରୁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ମନପ୍ରୀତ ସିଂଙ୍କ ନେତୃତ୍ୱାଧୀନ ଦଳରେ…

ଆଜି ରାତି ୯ରେ କୌନ ବନେଗା କରୋଡ଼ପତିରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅମିତାଭ ବଚନ, ଦେଖନ୍ତୁ ଭିଡ଼ିଓ

https://youtu.be/nDnj2JIdbB0 ଓଡିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ନଭେମ୍ବର ୨୮ ରୁ କଳିଙ୍ଗ ଷ୍ଟାଡିଅମରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ର ପ୍ରଚାର ପ୍ରସାର ରେ ରାଜ୍ୟ ସରକାର ପୁରା ଦମ ଲଗାଇ ଦେଇଛନ୍ତି । ହକି ବିଶ୍ୱକପ ଟୁର୍ଣ୍ଣାମେଣ୍ଟର ପ୍ରଚାର ପାଇଁ ଆଜି ରାତି ୯…

ରହେମାନଙ୍କ ସଂଗୀତର ଯାଦୁରେ ଝୁମିବେ ହକିପ୍ରେମୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ନଭେମ୍ବର ୨୭ ତାରିଖରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପର ଉଦଘାଟନୀ ଉତ୍ସଵରେ ଓସ୍କାର ବିଜେତା ଏ. ଆର ରହେମାନ ସଙ୍ଗୀତ ପରିବେଷଣ କରିବେ । ପ୍ରଖ୍ୟାତ ଗୀତିକାର ଗୁଲଜାରଙ୍କ ସହ ମିଶି ଏହି ପୁରୁଷ ହକି ବିଶ୍ୱକପର ଟାଇଟେଲ ସଙ୍ଗୀତ ପ୍ରସ୍ତୁତ କରିବେ ଏହି ଦୁଇ…