Browsing Tag

meeting

ମନ୍ତ୍ରି ପରିଷଦ ବୈଠକ: ପୂର୍ଣ୍ଣାଙ୍ଗ ବଜେଟ ଅନୁମୋଦିତ

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବଗଠିତ ମନ୍ତ୍ରୀ ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୨୦୨୨-୨୩ ଆର୍ଥିକବର୍ଷ ପାଇଁ ଆଗତ ହେବାକୁ ଥିବା ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଚଳିତବର୍ଷ…

ମୁଖ୍ୟମନ୍ତ୍ରୀ ୨୧ରେ ଇଟାଲୀ ଓ ଦୁବାଇ ଗସ୍ତରେ ଯିବେ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଚଳିତମାସ ୨୧ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ଦିନିଆ ବିଦେଶ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଦୀର୍ଘ ୨୫ବର୍ଷ ମଧ୍ୟରେ ଶ୍ରୀ ପଟ୍ଟନାୟକ ଦ୍ୱିତୀୟ ଥର ପାଇଁ ବିଦେଶ ଗସ୍ତରେ ଯିବେ । ଏହି ଗସ୍ତକାଳରେ ସେ ଇଟାଲୀ ଓ ଦୁବାଇ ଯାତ୍ରା କରିବେ…

ରଥଯାତ୍ରାକୁ ଶୃଙ୍ଖଳିତ କରିଯିବା ନେଇ ଆଜି ବସିବ ଛତିଶା ନିଯୋଗ ବୈଠକ

ପୁରୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଜି ବସିବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ। ପୁରୀ ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଶେଷ କରିବା ନେଇ ଆଲୋଚନା କରାଯିବ। ବିଶେଷକରି ରାଜେନ୍ଦ୍ରାଭିଷେକ, ଋକ୍ମଣୀ ହରଣ…

ଶେଷ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶେଷ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଏହି ବୈଠକରେ ପୁରୀ ବ୍ୟତୀତ ଅନ୍ୟତ୍ର ଶ୍ରୀମନ୍ଦିର ବିଧିଅନୂଯାୟୀ ରଥଯାତ୍ରା ପରିଚାଳନା କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ବ୍ୟତୀତ ସେବାୟତଙ୍କ ପାଇଁ: * ୧୦ରୁ ୧୨ ଏକର ଜମିରେ ସ୍ଥାପନ ହେବ ଗୁରୁକୂଳ । *…

ନାଁ ଘୋଷଣା କରିବେ ଶାହା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୨୫ ତାରିଖରୁ ଷୋଡଶ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏଥିଯୋଗୁ ଗତକାଲି ଶାସକ ବିଜେଡିର ବିଧାୟକ ଦଳ ବୈଠକ ବସିଥିବା ବେଳେ ବିରୋଧୀ ଦଳ ନେତା ବାଛିବା ପାଇଁ ମଧ୍ୟ ଗତକାଲି ବସିଥିଲା ବିଜେପି ବିଧାୟକ ଦଳ ବୈଠକ । ହେଲେ ବିରୋଧୀ ଦଳ ନେତା କିଏ ହେବ ସେ…

ବାରଣାସୀରେ ମୋଦି, କାଶୀ ବିଶ୍ଵନାଥ ଦର୍ଶନ ପରେ ରୋଡ଼ ଶୋରେ ଯୋଗଦେବେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନରେ ଉତ୍ତର ପ୍ରଦେଶ ବାରଣାସୀ ଲୋକସଭା ନିର୍ବାଚନ ମଣ୍ଡଳୀରୁ ସାଂସଦ ଭାବେ ବିପୁଳ ଭୋଟରେ ନିର୍ବାଚିତ ହେବା ପରେ ଆଜି ପ୍ରଥମଥର ପାଇଁ ବାରଣାସୀ ଗସ୍ତ କରିଛନ୍ତି ନରେନ୍ଦ୍ର ମୋଦି । ସେ ଆଜି ସକାଳୁ ନିଜ ସଂସଦୀୟ କ୍ଷେତ୍ରରେ ପହଞ୍ଚି ଥିବା ବେଳେ…

ନୂତନ ଓଡ଼ିଶା ଗଠନ ପାଇଁ ଆମ ସରକାର ସର୍ବଦା କାର୍ଯ୍ୟ କରୁଛି: ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡି ସରକାରଙ୍କ ଚତୁର୍ଥ ତଥା ଶେଷ ମନ୍ତ୍ରୀ ପରିଷଦ ବୈଠକ ମଙ୍ଗଳବାର ଶେଷ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ୫ବର୍ଷରେ ରାଜ୍ୟରେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା । ବିଭିନ୍ନ…

ମୋଦି ଓ ଶାହାଙ୍କୁ ଦୁର୍ଯ୍ୟୋଧନ ଓ ଦୁଶାସନ କହିଲେ ବିରୋଧୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଦିଲ୍ଲୀର ଜନ୍ତରମନ୍ତରଠାରେ କେନ୍ଦ୍ର ସରକାରଙ୍କ ବିରୋଧର ଏକ ରାଲିର ଅନୁଷ୍ଠିତ ହୋଇଥିଲା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ, ଫାରୁକ ଅବଦୁଲା, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ,ପୂର୍ବତନ ପ୍ରଧାନ…

ଚଳିତ ମାସ ଶେଷସୁଦ୍ଧା ପ୍ରକାଶ ପାଇବ କଂଗ୍ରେସ ପ୍ରାର୍ଥୀ ତାଲିକା । ଯୁବକ ଓ ମହିଳାଙ୍କୁ ଦିଆଯିବ ଅଗ୍ରାଧିକାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଗାମୀ ସାଧାରଣ ନିର୍ବାଚନକୁ ଆଉ ହାତଗଣତି କିଛିଦିନ ରହି ଥିବାରୁ ସମସ୍ତ ଦଳ ଉପଯୁକ୍ତ ପ୍ରାର୍ଥୀ ଚୟନ ପାଇଁ ଅଣ୍ଟା ଭିଡ଼ିଲେଣି । କେଉଁ ଅଞ୍ଚଳରେ କିଏ ପ୍ରାର୍ଥୀ ହେବ ଏହାକୁ ନେଇ ଅଙ୍କକଷା ଆରମ୍ଭ ହେଲାଣି । ସେହିପରି କଂଗ୍ରେସ ଦଳ ତରଫରୁ ଅଧ୍ୟକ୍ଷ ରାହୁଲଙ୍କ…

ଚୌକିଦାର ଚୋର, ନବୀନ ପଟ୍ଟନାୟକ ରିମୋଟ କଣ୍ଟ୍ରୋଲ କହି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ରାହୁଲ ।

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭବାନୀପାଟଣା ସଭାରେ ରାହୁଲ ଗାନ୍ଧୀଙ୍କ ସିଧାସଳଖ ଟାର୍ଗେଟ ରେ ନବୀନ ପଟ୍ଟନାୟକ ଓ ନରେନ୍ଦ୍ର ମୋଦି । ରାହୁଲ କହିଲେ ଚୌକିଦାର ଚୋର, ନବୀନ ପଟ୍ଟନାୟକ ରିମୋଟ କଣ୍ଟ୍ରୋଲ । ଚୌକିଦାର ଯାହାକହିବେ, ନବୀନ ସେଥିରେ ହଁ ଭରିବେ । ସୂଚନା ଅନୁଯାୟୀ, ଭବାନୀପାଟଣା ସଭାରେ…