ଆସନ୍ତା ୨୮ ରେ ମିଳିବନାହିଁ ଔଷଧ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସର୍ବଭାରତୀୟ ଔଷଧ ବ୍ୟବସାୟୀ ସଂଗଠନ ଏ.ଆଇ.ଓ.ସି.ଡ଼ିର ଆହ୍ୱାନ କ୍ରମେ ଆସନ୍ତା ୨୮ ତାରିଖର ଶୁକ୍ରବାର ଦିନ ଓଡ଼ିଶା ପ୍ରଦେଶର ସମସ୍ତ ଔଷଧ ବ୍ୟବସାୟୀମାନେ ଇ-ଫାର୍ମାସୀ ପ୍ରସ୍ତାବକୁ ବରୋଧ କରି ବନ୍ଦରେ ସାମିଲ ହେବେ ।
କେନ୍ଦ୍ର ସରକାରଙ୍କ ଦ୍ବାରା ଏହି ଔଷଧ ବ୍ୟବସାୟ…