ଭୁବନେଶ୍ୱର ଔଷଧ ରିଟଲେ ବ୍ୟବସାୟୀ ସଂଘର ବୈଠକ ଓ ନିର୍ବାଚନ
ଓଡ଼ିଶା ଫାଷ୍ଟ (ବ୍ୟୁରୋ):ଆଜି ତା ୧୫.୭.୨୦୧୮. ରେ ଔଷଧ ରିଟଲେ ବ୍ୟବସାୟୀ ସଂଘର ଏକ ବୈଠକ ଓ ନିର୍ବାଚନ ଭୁବନେଶ୍ୱର ର ଅଟଳ ଭବନ ଠାରେ ଅନୁଷ୍ଠିତ ହୋଇଥିଲା ,ଏଥିରେ ପ୍ରାୟ ୮୦ ଜଣ କାର୍ଯ୍ୟକାରିଣୀ ସଭ୍ୟ ଉପସ୍ଥିତ ଥିଲେ. ବୈଠକରେ ବିଭିନ ସମସ୍ୟା ଉପରେ ଆଲୋଚନା ହୋଇଥିଲା . ବର୍ତମାନ ସରକାର…