ଏପ୍ରିଲରୁ ୮୦୦ ଅତ୍ୟାବଶ୍ୟକ ଔଷଧର ଦର ବଢ଼ିବ
ନୂଆଦିଲ୍ଲୀ : ଏପ୍ରିଲରୁ ପାରାସିଟାମ ସମେତ ୮୦୦ରୁ ଅଧିକ ପ୍ରକାରର ଔଷଧର ଦର ୧୦ ପ୍ରତିଶତ ବଢ଼ିବ । ଏଥିରେ ଜ୍ୱର, ହୃଦରୋଗ, ଉଚ୍ଚ ରକ୍ତଚାପ, ତ୍ୱଚାରୋଗ ଓ ଏନିମିୟା ରୋଗ ପାଇଁ ବ୍ୟବହାର ହେଉଥିବା ଔଷଧ ମଧ୍ୟ ସାମିଲ ରହିଛି । ଆସନ୍ତା ମାସଠାରୁ ପେନକିଲର ଓ ଆଣ୍ଟି-ବାୟୋଟିକ ଭଳି ପାରସିଟାମଲ…