Browsing Tag

Medicine

ଖାଦ୍ୟର ସ୍ବାଦ ସହ ତ୍ୱଚାର ଯତ୍ନ ନେଇଥାଏ ଜିରା

ମସଲା ଜାତୀୟ ସାମଗ୍ରୀ ମଧ୍ୟରେ ଜିରା ମଧ୍ୟ ରହିଥାଏ। ଏହା ଖାଦ୍ୟର ସ୍ବାଦ ବଢାଇବା ସହିତ, ତ୍ୱଚା ପାଇଁ ମଧ୍ୟ ବେଶ ଉପକାରୀ । ଜିରାରୁ ପ୍ରସ୍ତୁତ ଫେସସ୍କ୍ରବ ଏବଂ ଫେସପ୍ୟାକ ତ୍ୱଚା ପାଇଁ ବହୁତ୍ ଲାଭଦାୟକ । ତେବେ ଆସନ୍ତୁ ଜାଣିବା ଜିରା ଫେସସ୍କ୍ରବ ଏବଂ ଫେସପ୍ୟାକର ପ୍ରସ୍ତୁତି, ବ୍ୟବହାର ଏବଂ…

ଊକୁଣି ମରା ଔଷଧ ଲଗାଇ ୫ଗୁରୁତର

ଚାନ୍ଦବାଲି(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଭଦ୍ରକ ଜିଲ୍ଲା ଆରଡ଼ି ଫାଣ୍ଡି ଅଧୀନ ଡିଅସାହିରେ ଊକୁଣି ମରା ଔଷଧ ଲଗାଇ ୫ଗୁରୁତର। ଏମାନଙ୍କ ଭିତରେ ୪ଜଣ ନାବାଳିକା ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଜଣକୁ କଟକ ସ୍ଥାନାନ୍ତର କରାଯାଇଛି। ସୂଚନା ମୁତାବକ, ଗତକାଲି ଊକୁଣି ଔଷଧ ଲଗାଇ…

ଶରୀର ପାଇଁ ପିଜୁଳି ପତ୍ରର ଫାଇଦା

ଯେଉଁଭଳି ଜୀବନଶୈଳୀ ଆମେ ଜିଉଁଛେ, ସେଥିରେ ସ୍ୱାସ୍ଥ୍ୟ ସହ ଜଡ଼ିତ ବିଭିନ୍ନ ସମସ୍ୟା ରହିବା ସ୍ୱାଭାବିକ। ସେଥିରୁ ଏକ ବଡ଼ ସମସ୍ୟା ହେଉଛି ମୋଟାପଣ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ପିଜୁଳି ପତ୍ର ଏହି ସମସ୍ୟାକୁ ଦୂର କରି ପାରିବ। କାହିଁକି ନା, ଏଥିରେ ଅନେକ ପୌଷ୍ଟିକ ତତ୍ତ୍ୱ ଯେପରି ଆଇରନ,…

ମଞ୍ଜିଷ୍ଟା: ମହିଳାଙ୍କ ପାଇଁ ଏକ ଉପକାରୀ ଟନିକ୍

ମହିଳାମାନଙ୍କ ଅବଧି ଏବଂ ଗର୍ଭଧାରଣର ସମସ୍ୟାକୁ ଦୂର କରେ ମଞ୍ଜିଷ୍ଟା | ଏହା ବ୍ୟତୀତ ଏହା ମୁହଁରୁ ବ୍ରଣ ଏବଂ ପିମ୍ପଲକୁ ମଧ୍ୟ ବାହାର କରିଥାଏ | ବୋଧହୁଏ ଏହା ଏକ ଯାଦୁକରୀ medicine ଭାବରେ ବିବେଚନା କରାଯିବାର କାରଣ | ମଞ୍ଜିଷ୍ଟା ଶରୀରକୁ ଡିଟକ୍ସାଇଫ କରିଥାଏ : ଯକୃତ, କିଡନୀ,…

ଜୀବନ ନେଲା ପ୍ରତିଷେଧକ ଟୀକା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରୋଗ ପ୍ରତିଷେଧକ ଟିକା ନେବା ପରେ ଏକ ଶିଶୁର ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବାଂଶପାଳ ବ୍ଲକ୍ ପୁସ୍କଳା ଗାଁରେ।ଟିକା ଦେବାର କିଛି ଘଣ୍ଟା ପରେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା…