Browsing Tag

medical

ଭାଲୁ ଆକ୍ରମଣ : ଜଣେ ଆହତ

ନବରଙ୍ଗପୁର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ନବରଙ୍ଗପୁରରେ ଭାଲୁ ଆକ୍ରମଣରେ ଜଣେ 65 ବର୍ଷୀୟ ବୃଦ୍ଧ ଆହତ ହୋଇଛନ୍ତି। ଆହତଙ୍କୁ ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବୃଦ୍ଧ ଜଣଙ୍କ ନିଜ ଜମିରେ କାମ କରିବାକୁ ଯାଇଥିବା ସମୟରେ ଭାଲୁ ଆକ୍ରମଣର ଶିକାର ହୋଇଥିବା ସୂଚନା ।…

ସୋନିଆ ହସ୍ପିଟାଲରୁ ଫେରିଲେ

ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦିଲ୍ଲୀ ହସ୍ପିଟାଲରୁ ଫେରିଲେ। ଏବେ ଘରେ ବିଶ୍ରାମ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ଏନେଇ ଟ୍ୱିଟ୍ କରି କଂଗ୍ରେସ ସଚିବ ଜୟରାମ ରମେଶ ସୂଚନା ପ୍ରଦାନ କରିଛନ୍ତି । ସୋନିଆ ଗାନ୍ଧୀ ଜୁନ ୨ରେ କରୋନା…

ହାତୀ ଆକ୍ରମଣରେ ୨ ମୃତ

ଦ୍ୱାରଶୁଣି(ଓଡ଼ିଶା ଫାଷ୍ଟ ବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ତଥା ବାଙ୍ଗିରିପୋଷି ବନାଞ୍ଚଳରେ ହାତୀ ଆକ୍ରମଣରେ ୨ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଦୀଗାରିଶୋଳ ଗ୍ରାମର ବୁଧିଆ ମୁଣ୍ଡା (୩୫ ) ବୋଲି ଜଣାପଡ଼ିଛି । ବୁଧିଆ ଗାଁକୁ ଫେରୁଥିବା ବେଳେ ହାତୀ ପଲ ଆଗରେ…

୨ ପର୍ଯ୍ୟଟକଙ୍କୁ ଧକ୍କା ଦେଇ ନନ୍ଦିଘୋଷ ରଥରେ ପିଟିଲା ଭ୍ୟାନ

ପୁରୀ : ପୁରୀ ବଡଦାଣ୍ଡରେ ଘଟିଛି ଅଭାବନୀୟ ଘଟଣା। ଆଜି ସକାଳେ ପୁରୀ ରଥଖଳା ନିକଟରେ ଏକ ପିକଅପ୍ ଭ୍ୟାନ ୨ ପର୍ଯ୍ୟଟକଙ୍କୁ ଧକ୍କା ଦେଇ ନନ୍ଦିଘୋଷ ରଥରେ ପିଟି ହୋଇଛି। ଉଭୟଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପିକଅପ୍ ଭ୍ୟାନ୍ ଡ୍ରାଇଭରକୁ ଫିଡସ୍ ମାରିବାରୁ…

ସଙ୍କଟାପନ୍ନ ଅବସ୍ଥାରେ ପରଭେଜ ମୁସାରଫଙ୍କ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଗୁରୁତର ଅବସ୍ଥାରେ ରହିଛନ୍ତି ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଜେନେରାଲ ପରଭେଜ ମୁସାରଫ। ମୁସାରଫଙ୍କୁ ତିନି ସପ୍ତାହ ଧରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ଏବେ ଗୁରୁତର ଅବସ୍ଥାରେ ରହିଛନ୍ତି। ପୂର୍ବତନ ସେନା ମୁଖ୍ୟଙ୍କ ସ୍ୱାସ୍ଥ୍ୟ…

ଚର୍ଚ୍ଚରେ ଆଖିବୁଜା ଗୁଳିମାଡ଼ ଓ ବିସ୍ଫୋରଣ, ୫୦ରୁ ଅଧିକ ମୃତ

ଅବୁଜା(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଚର୍ଚ୍ଚରେ ଲୋକମାନେ ପ୍ରାର୍ଥନା କରୁଥିବା ବେଳେ ଆଖିବୁଜା ଗୁଳିମାଡ଼ ହୋଇଛି। ଏଥିରେ ୫୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ନାଇଜେରିଆର ଦକ୍ଷିପଶ୍ଚିମ ପ୍ରାନ୍ତରେ ଥିବା ଗୋଟିଏ କ୍ୟାଥୋଲିକ ଚର୍ଚ୍ଚରେ ଏପରି ଭୟଙ୍କର ଘଟଣା ଘଟିଛି।…

ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

ବାରିପଦା (ଓଡ଼ିଶା ଫାଷ୍ଟ ବ୍ୟୁରୋ): ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ । ବାରିପଦା ସହର ମଞ୍ଚାବନ୍ଧାର ଯୁବକ ଜଣକ ବିହାର ରାଜ୍ୟର ଔରଙ୍ଗାବାଦ ଅଞ୍ଚଳର ଧିରଜ କୁମାର ସିଂ । ଯୁବକ ଜଣକ ଶୋଇଥିବା ଅବସ୍ଥାରେ ହାତୀ ଉଠାଇ କଚାଡି ମାରି ଦେଇଥିବା ଜଣାପଡିଛି । ସେଠାରୁ ତାଙ୍କୁ ଉଦ୍ଧାର କରି ତୁରନ୍ତ…

ଟ୍ରକକୁ ପିଟିଲା ଅଟୋ, ଜଣେ ମୃତ

ଭଦ୍ରକ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ନିକଟରେ ଟ୍ରକ୍‌କୁ ପଛପଟୁ ପିଟିଲା ଯାତ୍ରୀବାହୀ ଅଟୋ। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।…

କଳିଙ୍ଗାଘାଟିରେ ଓଲଟିଲା ବସ୍, ୬ ମୃତ, ୧୫ରୁ ଉର୍ଦ୍ଧ୍ୱ ଗୁରୁତର

ଗଞ୍ଜାମ (ଓଡ଼ିଶା ଫାଷ୍ଟ ବ୍ୟୁରୋ): କଳିଙ୍ଗାଘାଟିରେ ଟୁରିଷ୍ଟ ବସ ଓଲଟି ୬ ଜଣଙ୍କ ମୃତ ଘଟିଥିବାବେଳେ ୩୫ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର ପରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ୧୫ରୁ ଉର୍ଦ୍ଧ୍ୱ ଗୁରୁତରଙ୍କୁ MKCG କୁ ସ୍ଥାନାନ୍ତରିତ କରାଯାଇଛି।…

ମହିଳାଙ୍କ ମସ୍ତିଷ୍କରୁ ବାହାରିଲା ୫୦୦ ଗ୍ରାମ ଓଜନର ଏକାଧିକ ଟ୍ୟୁମର

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲର ନ୍ୟୁରୋ ସର୍ଜନଙ୍କ ଦ୍ୱାରା ଏକ ସଫଳ ଅସ୍ତ୍ରୋପଚାର ଦ୍ୱାରା ଜଣେ ୩୦ ବର୍ଷିୟା ମହିଳାଙ୍କର ମସ୍ତିଷ୍କରୁ ଏକ ସଙ୍ଗେ ୫୦୦ ଗ୍ରାମର ଏକାଧିକ ଟ୍ୟୁମର ବାହାର କରାଯାଇପାରିଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଂଚଳର ଏହି ମହିଳା ଜଣକ…