ଚଳିତ ମାସ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମେ ମାସ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ମେ ୨୦ରେ ରେଜଲ୍ଟ ପ୍ରକାଶ ପାଇବା ନିମନ୍ତେ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ(ବିଏସଇ)ର କୌଣସି ଯୋଜନା ନଥିବା ବେଳେ କେତେକ ଗଣମାଧ୍ୟମରେ ଏ ନେଇ ଭୁଲ ତଥ୍ୟ ପ୍ରକାଶ ପାଇଛି । ଚଳିତ ମାସ ତୃତୀୟ…