ପୂଜା ପରେ ସୁଧୁରିବ ସ୍ଥିତି, ଖୋଲିପାରେ ସ୍କୁଲ
ଭୁବନେଶ୍ୱର: ଦୀର୍ଘ ଦିନର ବିଦ୍ୟାଳୟ ଛୁଟିରେ ଲାଗିପାରେ ବ୍ରେକ । ପୁଣି ଥରେ ଖୋଲିପାରେ ରାଜ୍ୟର ସମସ୍ତ ସ୍କୁଲ । କୋଭିଡ କଟକଣା ଯୋଗୁ ସ୍କୁଲ ବନ୍ଦ ଥିବାବେଳେ ଅନ ଲାଇନରେ ପିଲାଙ୍କର ପାଠ ପଢା ଚାଲିଛି । ତଥାପି ବିଦ୍ୟାର୍ଥୀଙ୍କ ପ୍ରଥମରୁ ଅଷ୍ଟମ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେଉଥିବା…