ଏହି ଲକ୍ଷଣ ଥିବା ସ୍ତ୍ରୀ ହୋଇଥାନ୍ତି ଅତ୍ୟନ୍ତ ଭାଗ୍ୟଶାଳୀ, ଯାହାଙ୍କ ପାଦ ପଡିବା ମାତ୍ରେ ଘରକୁ ଆସିଥାନ୍ତି ମା’…
କୌଣସି ପରିବାରର ଖୁସି ମୁଖ୍ୟତ ସେହି ଘରର ମହିଳା ମାନଙ୍କ ଉପରେ ନିର୍ଭର କରିଥାଏ । ମହିଳା ମାନେ ଘରର ଗୃହିଣୀ ହୋଇଥାନ୍ତି । ଏବଂ ତାଙ୍କ ବିନା ଘର ଘର ରହିନଥାଏ । ମହିଳା ମାନଙ୍କ ଦ୍ଵାରା ଘରର ଶୋଭା ବଢିଥାଏ । ବିବାହ ଏକ ଏଭଳି ବନ୍ଧନ ଅଟେ ଯେଉଁଥିରେ ମହିଳା ଏବଂ ପୁରୁଷ ୭ ଜନ୍ମ ରେ ବାନ୍ଧି…