ସୁଖୀ ବୈବାହିକ ଜୀବନରେ କିଛି ଅସୁବିଧା ରହୁଛି କି ଆପଣାନ୍ତୁ ଏହି ୪ ଟିପ୍ସ
ବିବାହ ପରେ ଅଳ୍ପ ବହୁତ ମତାନ୍ତର ହେବା ଏକ ସ୍ୱାଭାବିକ ଘଟଣା । ହେଲେ ଯେତେବେଳେ ଏହା ସୀମା ପାର ହୁଏ ସମ୍ପର୍କରେ ଫାଟ ସୃଷ୍ଟି ହୁଏ । ଆଉ ଘର ଭାଙ୍ଗିବାକୁ ବେଶୀ ସମୟ ଲାଗେନି । ତେଣୁ ବୈବାହିକ ଜୀବନକୁ ସଫଳ ଓ ଖୁସୀ ରଖିବା ପାଇଁ ଆପଣାନ୍ତୁ ଏହି ୪ ଟିପ୍ସ । ସୁଖରେ କଟିବ ବୈବାହିକ ଜୀବନ ।…