ବିବାହ ପାଇଁ ଡେରି ହେଉଛି କି ? ଆପଣାନ୍ତୁ ଏହି ଉପାୟ
ପୁଅ, ଝିଅଙ୍କ ବାହାଘରରେ କିଛି ନା କିଛି ବିଘ୍ନ ଆସିଥାଏ । ଏହି କାରଣ ଯୋଗୁଁ ବାହାଘର ବିଳମ୍ବରେ ହୋଇଥାଏ । ବାସ୍ତୁ ଦୋଷ ଯୋଗୁ ମଧ୍ୟ ବିବାହରେ ବିଳମ୍ବ ହୋଇଥାଏ । ବେଳେବେଳେ ସବୁ ଠିକ ହେଲା ପରେ ବି ବିବାହ ବିଳମ୍ବ ହୋଇଥାଏ। ବିଳମ୍ବ ବିବାହ ପଛରେ ଅନେକ କାରଣ ଥାଏ ଯାହାକୁ ଦୂର କରିବାକୁ…