୨୦୨୨ ର ବିବାହ ମୁହୂର୍ତ୍ତ : ମେ ଓ ଜୁନ ମାସରେ ହେବ ଅଧିକ ବିବାହ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିବାହ କାର୍ଯ୍ୟ ଏକ ଶୁଭ କାମ ହୋଇଥିବାରୁ ଏହା ପୂର୍ବରୁ ଶୁଭ ମୁହୂର୍ତ୍ତ ପାଇଁ ସମସ୍ତେ ପଣ୍ଡିତଙ୍କ ପରାମର୍ଶ ନେଇ ଥାଆନ୍ତି । ପୁଣି ଏହି ବର୍ଷ ବିବାହ କାର୍ଯ୍ୟ ପାଇଁ ଅଧିକ ଶୁଭ ସମୟ ରହିଥିବା ଜଣା ପଡିଛି । କାରଣ ବିନା ଶୁଭ ମୁହୂର୍ତ୍ତରେ ବିବାହ କାର୍ଯ୍ୟ…