ବିବାହ କରିିବାକୁ ଯାଉଛନ୍ତିି କି,ଜୀବନ ସାଥୀଙ୍କୁ ପଚାରନ୍ତୁ ଏହି ୪ଟି ପ୍ରଶ୍ନ
ସାଧାରଣତଃ ବିବାହ ପାଇଁ ଯେତେବେଳ ପ୍ରସ୍ତୁତି ଆରମ୍ଭ ହୋଇଥାଏ ସେତେବେଳେ ସମସ୍ତେ ବିବାହ ପାତ୍ରର ପରିବାର, ରୋଜଗାର, ଆଭିଜାତ୍ୟକୁ ଧ୍ୟାନରେ ରଖିଥାନ୍ତି। ପ୍ରକୃତରେ ଏକ ସଫଳ ବିବାହ ପାଇଁ ଏସବୁର ଆବଶ୍ୟକତା ନଥାଏ ବୋଲି ଅନେକଙ୍କ ମତ ରହିଛି। ଏକ ସଫଳ ବିବାହ ପାଇଁ ବିବାହ ପୂର୍ବରୁ ସାଥୀଙ୍କ…