ମାଓବାଦୀ ଓ ଗ୍ରାମବାସୀଙ୍କ ମଧ୍ୟରେ ପୋଷ୍ଟର ଯୁଦ୍ଧ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ୨ ଦିନ ହେଲା ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ମାଓବାଦୀ ଓ ଗ୍ରାମବାସୀଙ୍କ ମଧ୍ୟରେ ପୋଷ୍ଟର ଓ ପତ୍ର ଯୁଦ୍ଧ ଆରମ୍ଭ ହୋଇଛି। ଗ୍ରାମବାସୀ ବିଭିନ୍ନସ୍ଥାନରେ ପୋଷ୍ଟର ଲଗାଇ ମାଓବାଦୀଙ୍କ ବର୍ବରତାକୁ ବିରୋଧ କରି ପୋଷ୍ଟର ଲଗାଇଥିବା ବେଳେ ବର୍ତ୍ତମାନ…