ଭୁଶୁଡ଼ିଲା ୫ ମହଲା ବିଶିଷ୍ଟ ବିଲଡିଂ; ୩ ମୃତ, ଅନେକ ଚାପି ହୋଇଥିବା ଆଶଙ୍କା, ଉଦ୍ଧାର କାର୍ଯ୍ୟ ଜାରି
ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ୱାଜିର ହାସନ ରୋଡରେ ଥିବା ଗୋଟିଏ ୫ ମହଲା ବିଶିଷ୍ଟ ବିଲଡିଂ ହଠାତ୍ ଭୁଶୁଡ଼ି ପଡ଼ିଛି । ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଆଉ ୩ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଛି ଲୋକ ଭଗ୍ନାଂଶ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି ।…