ତାଳି ମାରିଲେ ଦୂର ହୁଏ ଅନେକ ରୋଗ
ଦେଶରେ ତାଳି ମାରିବା ଏକ ଖୁସି ପ୍ରକାଶ କରିବାର ଉପାୟ ଅଟେ, କିନ୍ତୁ ଏହି ଉପାୟ ଦେହ ପାଇଁ ମଧ୍ୟ ସ୍ୱାସ୍ଥ୍ୟକର ଅଟେ । ଏହାକୁ clapping therapy ମଧ୍ୟ କୁହାଯାଏ । ଏହି ଥେରାପି ହଜାର ହଜାର ବର୍ଷରୁ ଚାଲି ଆସିଛି । ଭାରତରେ ଭଜନ ,କୀର୍ତ୍ତନ ଏବଂ ମନ୍ତ୍ର ଉଚ୍ଚାରଣ ଏବଂ ଆରତୀ କରିବା ସମୟରେ…