ଆମ୍ବକୁ ଫ୍ରିଜରେ ରଖିଲେ କ’ଣ ହୋଇଥାଏ ଆସନ୍ତୁ ଜାଣିବା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗ୍ରୀଷ୍ମ ଦିନରେ ସବୁ ଫଳ ମଧ୍ୟରେ ଆମ୍ବର ଚାହିଦା ଖୁବ୍ ଅଧିକ। ଏଥିରେ ପ୍ରଚୁର ପରିମାଣରେ ପାଣି ମହଜୁଦ ଥିବାରୁ ଅଂଶୁଘାତରୁ ରକ୍ଷା କରିଥାଏ। ହେଲେ କିଛି ଲୋକ ଆମ୍ବକୁ ଫ୍ରିଜରେ ରଖିଥାନ୍ତି ତ ପୁଣି କିଛି ବାହାରେ। ଏଭଳି ସ୍ଥିତିରେ ଆମ୍ବକୁ କେଉଁଠି ରଖିବା ଉଚିତ ତାହା…