ମଙ୍ଗଳ ଗ୍ରହ କାରଣରୁ ଦୁନିଆରେ ଖେଳିଯିବ ଯୁଦ୍ଧର ତାଣ୍ଡବ !
ବର୍ତ୍ତମାନ ଜାରି ରହିଥିବା ଋଷ ଓ ୟୁକ୍ରେନ ଭିତରେ ଯୁଦ୍ଧକୁ ନେଇ ମଙ୍ଗଳ ଗ୍ରହ କାରଣ ବୋଲି କୁହାଯାଉଛି । ଜୋତିଷ ମାନ୍ୟତା ଅନୁଯାୟୀ ମଙ୍ଗଳ ଗ୍ରହ ୟୁଦ୍ଧର ଗ୍ରହ ଅଟେ । ମଙ୍ଗଳକୁ ପରାକ୍ରମର ଗ୍ରହ କୁହାଯାଏ । କୁହାଯାଏ ଯେତେବେଳେ ମଙ୍ଗଳ ଶନି ଗ୍ରହରେ ଗୋଚରରେ ରହନ୍ତି ସେତେବେଳେ ଯୁଦ୍ଧର…